ଜି-୨୦ ବୈଠକରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମତଭେଦ, ମିଳିନାହିଁ କୌଣସି ମିଳିତ ବିବୃତି
ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଆଜି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ତୀବ୍ର ମତଭେଦ ପାଇଁ କୌଣସି ମିଳିତ ବିବୃତି ଜାରି ହୋଇପାରିନି। ଜି-୨୦ ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ୧୩ ଅତିଥି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ବୋଲି ବିଦେଶ ବ୍ୟାପାର!-->…
