କେଶ ପାଇଁ ଲାଭଦାୟକ ସୋରିଷ ତେଲର ମାସ୍କ
ବର୍ତ୍ତମାନ ସମୟରେ ଦୁର୍ବଳ ଓ ଶୁଷ୍କ କେଶ ପାଇଁ ସଭିଏଁ ଚିନ୍ତିତ। ପ୍ରଦୂଷଣ, ଭୁଲ ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ ଲାଭଦାୟକ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ!-->…
