Odia News Portal

ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ ପରେ ‘ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ…

‘ଲୋକାୟୁକ୍ତ’ର ଦୁର୍ନୀତି ନିରୋଧୀ ଶାଖା ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି କର୍ଣ୍ଣାଟକ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ‘ମୈସୋର୍‌ ସାଣ୍ଡାଲ୍‌ ସାବୁନ୍‌’ର ନିର୍ମାତା ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ ଇସ୍ତଫା…

ଡିଜେ ସାଉଣ୍ଡ ହେଲା କାଳ, ଷ୍ଟେଜ୍ ଉପରେ ହିଁ ଚାଲିଗଲା ବର ଜୀବନ

ଡିଜେ ସାଉଣ୍ଡ ହେଲା କାଳ । ଷ୍ଟେଜ୍ ଉପରେ ହିଁ ଟଳିପଡିଲା ବର । ହସ୍ପିଟାଲ ନେଉନେଉ ବାଟରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବିହାର ସୀତାମଢି ଅଞ୍ଚଳରେ ।ସୂଚନା ମୁତାବକ, ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ଏଠାରେ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର…

ସଫଳତା ଦେଇଛି କଡା ଜବାବ, ଗୋଟାଏ ସମୟରେ ଲୋକେ ‘କାଲୀ ବିଲ୍ଲୀ ’ ବୋଲି ଡାକୁଥିଲେ

ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ହେବା ପରେ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ବ କରି ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଏବେ ସେ କେବଳ ବଲିଉଡ୍‌ ନୁହଁନ୍ତି, ହଲିଉଡ୍‌ରେ ବି ନିଜର ଜଲୱା ଦେଖାଇ ସାରିଲେଣି। ପ୍ରିୟଙ୍କା ଚୋପ୍ରା ଆଜିକା ସମ‌ୟରେ ଜଣେ ଜଣାଶୁଣା ହଲିଉଡ୍‌…

ନାରାୟଣପାଟଣା ଓ ଲକ୍ଷ୍ମୀପୁର ନିକଟ ଅଞ୍ଚଳରେ ମୃଦୁ ଭୂକମ୍ପ

ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫ଟା ୫ ମିନିଟରେ ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ…

ଚୀନକୁ କଡା ଟକ୍କର ଦେବେ ଟାଟା-ଅମ୍ବାନୀ

ଅକ୍ଷୟ ଶକ୍ତିର ବ୍ୟବହାର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ସୋଲାର ମଡ୍ୟୁଲଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସୋଲାର ମଡ୍ୟୁଲ ତିଆରି କରିବାରେ ଚାଇନା ବର୍ତ୍ତମାନ ବିଶ୍ୱରେ ଅଗ୍ରଣୀ ଥିବାବେଳେ ଏହି ପରିସ୍ଥିତି କିନ୍ତୁ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ବଜେଟ ବ୍ୟୟବରାଦ ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନି ଖର୍ଚ୍ଚ

ବଜେଟ୍‌ରେ ଯେତିକି ବ୍ୟୟବରାଦ କରାଯାଉଛି ତାହା ବର୍ଷ ସୁଦ୍ଧା ଶେଷ ହୋଇପାରୁନାହିଁ। ବିଗତ ୫ ବର୍ଷରେ ବ୍ୟୟବରାଦ ଅର୍ଥରୁ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ଆବଣ୍ଟିତ ଖର୍ଚ୍ଚ ଓ ପ୍ରକୃତ ଖର୍ଚ୍ଚ ମଧ୍ୟରେ ୧୦ରୁ ୧୨ ପ୍ରତିଶତର ତାରତମ୍ୟ ରହୁଛି ବୋଲି ପୂର୍ବତନ କେନ୍ଦ୍ର ସାର ଓ ଗ୍ରାମୀଣ…

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତେ ଆଜି ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କୁ । ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି । ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ…

ପେଟ୍ରୋଲ୍‌ ଓ ମଦରୁ ଭାଟ୍‌ ବାବଦକୁ ଆୟ ହୋଇଛି ୧୦୫୫.୨୭ କୋଟି ଟଙ୍କା

 ଫେବ୍ରୁଆରିରେ ରାଜ୍ୟରେ ମୋଟ ୪୫୧୯.୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷର ଏହି ସମୟ ସଂଗ୍ରହ ତୁଳନାରେ ୧୦.୧୯ ପ୍ରତିଶତ ଅଧିକ। ଏହି ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ସଂଗ୍ରହ ୪୦ ପ୍ରତିଶତ ବୃଦ୍ଧି ପାଇ୧୭୧୨.୪୮ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରି…

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାଙ୍କ ଆନ୍ଦୋଳନ

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ଗ୍ୟାସ ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧିକୁ ବିଜେଡି ବିରୋଧ କରାଯାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ବିରୋଧରେ ନାରାବାଜି କରି ରାଜ୍ୟପାଳଙ୍କୁ…

‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ୩ୟ ଟେଷ୍ଟ୍‌ ମ୍ୟାଚ୍‌; ଭାରତକୁ ୯ ୱିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ…