ମହିଳା ବିଶ୍ୱକପ ଟି-୨୦: ସ୍ଥାନ ବଜାୟ ରଖିବ ଅଷ୍ଟ୍ରେଲିଆ ନା ବାଜି ମାରିନବ ଦକ୍ଷିଣ ଆଫ୍ରିକା
ଆଜି (ରବିବାର) ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଉଦ୍ଯାପିତ ହେବ। କିଏ ଏଥର ବିଶ୍ବ ବିଜେତା ହେବ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ। ତେଣୁ!-->…
