Odia News Portal

ବୋଲା ଟିନୁବୁ ନାଇଜେରିଆର ଶାସକ

ନାଇଜେରିଆର ଶାସକ ଅଲ୍‌ ପ୍ରୋଗ୍ରେସିଭ୍‌ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍‌ ଫାଦର୍‌’ ଭାବେ ପରିଚିତ ଏହି ୭୦ ବର୍ଷୀୟ ଭେଟେରାନ୍‌…

୪ ଦିନ ରେ ୪ ଡିଗ୍ରୀ।

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର କେତେକ ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରାରେ…

ଆଜିର ରାଶିଫଳ।

ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ହୋଇପାରେ।…

ବିଧାନସଭାରେ ପିଏମ୍‌ଜି ତାତି

ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍‌ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ…

ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଅକାଳରେ ଚାଲିଗଲେ ପିଣ୍ଟୁ ନନ୍ଦ। ଅଭିନୟର ବିଭିନ୍ନ ରଙ୍ଗ ପରଶି ଓଡ଼ିଆ ଦର୍ଶକଙ୍କ ମନମୋହୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରେ ସମାପ୍ତ ହୋଇଛି। ଜୀବନ ନାଟକରେ ଯବନିକା ପଡ଼ିଛି ତାଙ୍କ ଭୂମିକାର। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା…

ଏହି ମନ୍ଦିରରେ ଅଭିଷେକ କଲେ ଦୂର ହୁଏ ମଙ୍ଗଳ ଦୋଷ

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ମଙ୍ଗଳ ରହିଥାଏ ତେବେ ମାଙ୍ଗଳିକ ଦୋଷ ଲାଗିଥାଏ। ଏହି ଦୋଷ ବିବାହ ପାଇଁ ଅଶୁଭ ହୋଇଥାଏ। କିନ୍ତୁ ନାଲି ପୁସ୍ତକ ଅନୁଯାୟୀ ମଙ୍ଗଳ ଦୋଷ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ମଙ୍ଗଳବଦ ଏବଂ ଦ୍ୱିତୀୟ ମଙ୍ଗଳନେକ।…

ଉଜ୍ଜୈନ ଟ୍ରେନ ବ୍ଲାଷ୍ଟ ମାମଲା: ୭ ଆଇଏସ୍ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ

ଭୋପାଳ-ଉଜ୍ଜୈନ ପାସେଞ୍ଜର ଟ୍ରେନ ବିସ୍ଫୋରଣ ମାମଲାରେ ଲକ୍ଷ୍ନୌର ଏନଆଇଏ କୋର୍ଟ ସମସ୍ତ ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା କରିଛନ୍ତି। କୋର୍ଟ ୭ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୭ ମାର୍ଚ୍ଚ ୭…

ଖୁବଶିଘ୍ର ୪୦ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି:ସମୀର ରଞ୍ଜନ ଦାଶ

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ସରିଛି। ସେହିପରି ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ମଧ୍ୟ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ…

ହୋମଗାର୍ଡଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖନ୍ତାପଡ଼ା ଥାନା ଏଏସ ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର । ଏକ ମାମଲା ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ଖନ୍ତାପଡ଼ା ଥାନା ପୋଲିସ କିଛି ଦିନ…

ବିବିସି ଟିକସ ପ୍ରସଙ୍ଗ ଉଠାଇଥିବା ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲା ଭାରତ

ବିବିସିର ଟିକସ ଫାଙ୍କି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଆଜି କଡ଼ା ଜବାବ ଦେଇଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍‌ସ ଆଜି ଏକ ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ବିବିସିରେ ଭାରତ ସରକାରଙ୍କ ପକ୍ଷରୁ…