ଅମ୍ବାନୀ, ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କୁ ମିଳିଲା ବୋମା ଧମକ
ବଲିଉଡ ଅଭିନେତା ଓ ଉଦ୍ୟୋଗପତିଙ୍କୁ ଧମକ। ଦେଶର ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ହି ମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ମିଳିଛି ଧମକ। ବୋମା ଲଗାଇ ତାଙ୍କ ଘର ଉଡାଇ ଦେବାକୁ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ୍ କରି ଜଣାଇଛି। ଏହାକୁ ନେଇ ଚାରିଆଡେ ଆତଙ୍କ!-->…
