ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଦିଆ
ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।
ଅନ୍ୟପଟେ ସିବିଆଇ!-->!-->!-->…
