Odia News Portal

ପ୍ରତିରକ୍ଷା ଗୁପ୍ତ ତଥ୍ୟ ଲିକ୍‌ ଘଟଣା:ବାବୁରାମଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ 

ଚାନ୍ଦିପୁର ଆଇଟି୍ଆରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ଆଇଟିଆର୍‌ ଟେଲିମେଟ୍ରି ବିଭାଗର ସିନିୟର ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି।…

ଫେରାର ମଙ୍ଗୁଳା କନ୍ୟା ଥାନାରେ ହାଜର ହେଲେ

ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା । ମାଧବୀ ତାଙ୍କ ୪ ବର୍ଷର…

ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରି ଧଳ

ଓଡ଼ିଶା ସରକାର ଆଜି ୧୯୯୯ ମସିହା ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ନିକୁଞ୍ଜ ବିହାରି ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବକାରୀ…

ବନ୍ଧାହେଲେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି । ଏସିପିଙ୍କ…

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା 

ଆଜିଠାରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ଆରମ୍ଭ ହେବ ବାଣିଜ୍ୟ ଓ କଳା ପରୀକ୍ଷା । ଏଥର ୩ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା…

ଆଜିଠୁ ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଓ ନୂଆ ଉନ୍ନୟନ କମିଶନରର ଦାୟିତ୍ୱ ନେବେ ଅନୁ ଗର୍ଗ

ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି । ଗତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୋଆ ସମ୍ମାନିତ

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍‌ଏମ୍ ଆଶା’ ସମ୍ମାନ ପ୍ରଦାନ କରାଯାଇଛି । ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମିଳିତ ଭାବେ…

ଅଚିହ୍ନା ଓ ଅବହେଳିତ ଶବ ସସମ୍ମାନେ ଦାହ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିଛି ‘ଓଡ଼ିଶା-ମୋ ପରିବାର’

ମୃତ୍ୟୁ ପରେ ଚକ୍ଷୁ ଦାନ କରି ଅମର ରହିଗଲେ ମହିଳା କାହାର ମୃତ୍ୟୁ କେତେବେଳେ ଆସିବ, ତାହା କେହି ବି ଜାଣିନଥାନ୍ତି, ତେବେ ସଭିଏଁ ଜାଣିଥା’ନ୍ତି, “ମୃତ୍ୟୁ ପରେ ଛ’ଖଣ୍ଡ କାଠ ଏବଂ ଚାରି କାନ୍ଧରେ ମଶାଣି ଯାଆନ୍ତି” କିନ୍ତୁ ଏହି ଇଚ୍ଛା ସମସ୍ତଙ୍କର ପୁରା ହୋଇ ନଥାଏ । ଦୁର୍ଭାଗ୍ୟବଶତଃ, କେହି…

କ୍ୟାପିଟାଲ ହସ୍ପିଟାଲରେ ଡିସିପି

କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଡିଜି ସୁନିଲ ବଂଶଲ । ଆହାତ ପୋଲିସ କର୍ମଚାରୀଙ୍କୁ ଭେଟି ଚିକିତ୍ସା ବିଷୟରେ ବୁଝିଥିଲେ ।ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନରେ କିଛି ପୋଲିସ ଆହାତ ହୋଇଛନ୍ତି ।ଡିଜିପିଙ୍କ ସହ ପୋଲିସ କମିଶନର ମଧ୍ୟ ଆହାତଙ୍କୁ ଭେଟିଥିଲେ ।

ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଗିରଫ ହେଲା ମାଷ୍ଟର ମାଇଣ୍ଡ

ଉତ୍ତରପ୍ରଦେଶ ପ୍ରୟାଗରାଜ ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ମାମଲରେ ପୁଲିସ ପ୍ରଥମ ଗିରଫ କରିଛି। ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ୨୭ ବର୍ଷ ବୟସ୍କ ଏଲ୍ଏଲ୍ବି ଛାତ୍ରଙ୍କୁ ଏସଟିଏଫ ଗିରଫ କରିଛି। ଗିରଫ ଏଲ୍ଏଲ୍ବି ଛାତ୍ରର ନାଁ ସଦାକତ ଖାନ୍। ଏହି ୨୭ ବର୍ଷୀୟ ଯୁବକଙ୍କ ହିଁ ପୂରା…