ବିବାହ କରିବାକୁ ଯାଉଛନ୍ତି ୯୧ ବର୍ଷିୟ ଡିଏଲଏଫ ମାଲିକ
କୋଟିପତି ରିଅଲିଷ୍ଟେଟ ବ୍ୟବସାୟୀ ୯୧ ବର୍ଷିୟ କୁଶାଲପାଲ ସିଂଙ୍କ ପତ୍ନୀ ୨୦୧୮ ମସିହାରେ କର୍କଟ କାରଣରୁ ମୃତ୍ୟୁବରଣ କରିଥିଲେ । ଦୀର୍ଘ ୫ବର୍ଷ ପରେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି ଏହି କୋଟିପତି ବ୍ୟବସାୟୀ ତଥା ଡିଏଲଏଫର ମାଲିକ । ଏକ ଜାତୀୟ ଗଣମାଧ୍ୟମରେ କୁଶାଲପାଲ ସିଂ ନିଜ ବ୍ୟକ୍ତିଗତ!-->…
