Odia News Portal

ନବ ଦାସଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ୟ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।ଗତ ଜାନୁଆରୀ ୨୯…

ଆଦାନି ବିବାଦରେ ମୁଁ ସୁପ୍ରିମ କୋଟଙ୍କୁ କିଛିବି କହିବି ନାହିଁ: ଅର୍ଥମନ୍ତ୍ରୀ ସୀତାରମଣ

ଆଦାନି-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍ କୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।‘ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବୋର୍ଡ’ର ବୈଠକ ପରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କୁ…

ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଛେଦ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ପୁଟିନଙ୍କୁ ବୁଝାଇପାରିବେ: ଜନ୍ କିର୍ବି

ୟୁକ୍ରେନ୍ ଯୁଦ୍ଧର ଅବସାନ ନିମନ୍ତେ ଯେକୌଣସି ପ୍ରଚେଷ୍ଟାକୁ ଆମେରିକା ପ୍ରଶଂସା କରିବ ବୋଲି ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ର ମୁଖପାତ୍ର ଜନ୍ କିର୍ବି କହିଛନ୍ତି।ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରାଇବା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷେ ଅସମ୍ଭବ…

କ୍ଷମତାକୁ ଆସିଲେ ତାଜମହଲ ପରି ଦିଶୁଥିବା ସଚିବାଳୟର ଗମ୍ବୁଜ ଭାଙ୍ଗିଦେବୁ: ବଂଦୀ ସଞ୍ଜୟ କୁମାର

ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ତାଙ୍କ ଦଳ ରାଜ୍ୟର ନୂଆ ସଚିବାଳୟ ଅଟ୍ଟାଳିକା ଉପରେ ଥିବା ଗମ୍ବୁଜଗୁଡ଼ିକୁ ଧ୍ବଂସ କରି ସେଥିରେ ଦେଶ ଓ ତେଲେଙ୍ଗାନାର ସଂସ୍କୃତିକୁ ପ୍ରତିଫଳନ କରିବା ଭଳି ପରିବର୍ତ୍ତନ କରିବ ବୋଲି ତେଲେଙ୍ଗାନା ‘ବିଜେପି’ ସଭାପତି ବଂଦୀ ସଞ୍ଜୟ କୁମାର କହିଛନ୍ତି।‘ଜନତାଙ୍କ…

ଚାଉଳ ଉତ୍ପାଦନ ଭାରତ ଅର୍ଥନୀତିକୁ ସମୃଦ୍ଧ କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦ୍ଘାଟନ…

ତୁର୍କୀ ଭୂକମ୍ପ : ଭାରତୀୟ ଉଦ୍ଧାକାରୀ ଦଳରେ ସାମିଲ ହୋଇ ରକ୍ଷାକର୍ତ୍ତା ସାଜିଛନ୍ତି ୪ ସନ୍ଧାନୀ କୁକୁର

ଭୂମିକମ୍ପ ବିଧ୍ବସ୍ତ ତୁର୍କୀରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ଭାରତର ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ (ଏନ୍ଡିଆର୍ଏଫ୍) କର୍ମଚାରୀଙ୍କ ସହିତ ଚାରିଟିକିଆ ‘ସନ୍ଧାନୀ କୁକୁର ସ୍କ୍ବାଡ୍’ ମଧ୍ୟ ସାମିଲ ହୋଇଛି।‘ସନ୍ଧାନୀ କୁକୁର ସ୍କ୍ବାଡ୍’ରେ ଅଛନ୍ତି ଜୁଲି, ରୋମିଓ, ହନି ଓ…

ମୋ ବାପାଙ୍କର ଦେଖାଶୁଣା କରିବ: ଟୁଇଟ୍‌ରେ ହୃଦୟସ୍ପର୍ଶୀ ନିବେଦନ କଲେ ଲାଲୁ ଯାଦବଙ୍କ ଝିଅ

ସୁସ୍ଥ କରାଇ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ମୋ ବାପାଙ୍କର ଦେଖାଶୁଣା କରିବେ ବୋଲି ‘ଆର୍ଜେଡି’ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଝିଅ ରୋହିଣୀ ନିବେଦନ କରି କହିଛନ୍ତି।ସ୍ମରଣଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରରେ କିଡ୍‌ନି…

ସଙ୍କଟରେ ପାକିସ୍ତାନ ଅର୍ଥନୀତି : ଚୀନ୍ ଓ ସାଉଦି ଆରବକୁ ମଧ୍ୟ ମାଗୁଛି ପାଣ୍ଠି

ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି। ଚାରିଆଡ଼ୁ ସଙ୍କଟ ମାଡ଼ି ଆସିଛି। ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହି ସଙ୍କଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର…

ମୋବାଇଲ ଆପ ଦ୍ୱାରା ଜାଣିପାରିବେ ସମୁଦ୍ର ପାଣିର ମାନ

ସମୁଦ୍ର ପାଣିର ମାନ ବିଷୟରେ ସୂଚନା ଦେବା ଲାଗି ନ୍ୟାସନାଲ୍ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ (ଏନ୍ସିସିଆର୍) ପକ୍ଷରୁ ଏକ ମୋବାଇଲ୍ ଆପ୍ ବିକାଶ କରାଯାଇଛି। ପାଣିର ମାନକୁ ବାସ୍ତବ ସମୟରେ ଯାଞ୍ଚ କରିବା ଲାଗି ଏକ ପ୍ରକାର ଭାସମାନ ବସ୍ତୁ ବଏକୁ ବେଳାଭୂମିଠାରୁ ୪ କିମି ମଧ୍ୟରେ ତିନି ମିଟର…

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି।…