Odia News Portal

ଜାତୀୟ ରାଜଧାନୀରେ ମଦ ଦୁର୍ନୀତି: ‘ୱାଇଏସ୍ଆର୍ସିପି’ ସାଂସଦଙ୍କ ପୁତ୍ର ଗିରଫ

ଗତ କାଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଥିବା ‘ୱାଇଏସ୍ଆର୍ସିପି’ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।ଜାତୀୟ ରାଜଧାନୀରେ ମଦ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀର…

ହାତ ଧରିଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ

କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି…

ହ୍ୱାଟସ୍ଅପ ଷ୍ଟାଟସ୍ ବଞ୍ଚାଇଲା ତୁର୍କୀ ଭୂକମ୍ପ ପୀଡିତଙ୍କ ଜୀବନ

ତୁର୍କୀରେ ଭୂକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିଛି । ହଜାର ହଜାର ଭୂମିହୀନ ଲୋକ ଏବେ ବି ଭୋକ ଓ ଶୀତ ଭିତରେ ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ୧୯୯୯ ମସିହାରେ ଉତ୍ତର-ପଶ୍ଚିମ ତୁର୍କୀରେ ଏହି ଧରଣର ଏକ ଭୂକମ୍ପ ଘଟି ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା…

୨୦% ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ୟାହୁ

ଏହି ସୂଚନା, ୟାହୁର ବିଜ୍ଞାପନ ଟେକ୍ କର୍ମଚାରୀଙ୍କ, ୧୬୦୦ ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ।ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ୍, ଟ୍ବିଟର ପରେ ଏବେ କର୍ମଚାରୀଙ୍କ ଛଟେଇ କରିବ ‘ୟାହୁ’। ପ୍ରାରମ୍ଭିକ ଇଣ୍ଟରନେଟ୍ ଯୁଗର ଅଗ୍ରଦୂତମାନଙ୍କ ମଧ୍ୟରୁ ‘ୟାହୁ’ ହେଉଛି ଅନ୍ୟତମ ବୈଷୟିକ କମ୍ପାନି।…

କ’ଣ ଆପଣଙ୍କ ମୁହଁରେ ବ୍ରଣ କି କଳା ଦାଗ ଅଛି କି? ତାହେଲେ ଆପଣାନ୍ତୁ ଏହି ଉପାୟ

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍ ଟ୍ୟାନ୍ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ।ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ…

କରୋନାରେ ବେସାହାରା ହୋଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଚଳିତ ଥର ବଜେଟ ୨୦୨୩-୨୪ ମହିଳା ଓ ଯୁବକଙ୍କ ଉପରେ ବିଶେଷ ଭାବେ କେନ୍ଦ୍ରିତ ହେବ। ଯାହା ଜନତାଙ୍କ ଆଶାକୁ ପୁରା କରିବ ବୋଲି…

‘ନିଜକୁ ପ୍ରାଥମିକତା ଦିଅ; ସବୁକିଛି ପଛରେ ଆସିବ’

ଫିଟନେସ୍ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ସହଜ କିନ୍ତୁ ଏ ସେତେ କଷ୍ଟଦାୟକ ଯଦି ସେ ଲକ୍ଷ୍ୟକୁ ପୂରଣ କରିବାକୁ ଆପଣ ସେତେ ପରିଶ୍ରମ କରୁନାହାନ୍ତି । କିନ୍ତୁ ଯଦି ଆପଣ ଏହି ବର୍ଷ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ମିନି ମାଥୁରଙ୍କ ଏଠାରେ କିଛି ଆବଶ୍ୟକୀୟ…

ତୁର୍କୀ ଭୂକମ୍ପରେ ନିଖୋଜ ଭାରତୀୟ ଯୁବକ

ସୋମବାର ଦିନ ତୁର୍କୀ ଦେଶ ଏବଂ ସିରିଆରେ ହୋଇଥିବା ବଡ଼ ଭୂକମ୍ପ ପରେ ତୁର୍କୀରେ ଉତ୍ତରାଖଣ୍ଡର ଜଣେ ୩୬ ବର୍ଷୀୟ ପ୍ଲାଣ୍ଟ ଇଞ୍ଜିନିୟର ନିଖୋଜ ଅଛନ୍ତି । ଦେହାରାଡୁନରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସେ ଏକ ମାସର ଅଫିସ ଟୁର୍ ରେ ଯାଇ ଏହି ମାସ ଶେଷରେ ଫେରିବାକୁ ପ୍ଲାନ…

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.inସରକାରୀ ବିଜ୍ଞପ୍ତି ଅନୁଯାୟୀ,…

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ।…