ମାନବ ଶରୀରକୁ ନେଇ ତିଆରି କରାଯିବ ଖତ
ମଣିଷ ଆସିଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ବୈଜ୍ଞାନିକମାନେ ଆଉ ଏକ ଉଦ୍ଭାବନ କରିଛନ୍ତି । ମାନବ ଶବରେ ତିଆରି କରାଯାଇପାରିବ ଶଢା ଖତ ।କବର ଦେବା କିମ୍ବା ଶରୀରକୁ ପୋଡିବା ଅପେକ୍ଷା ଶବଟି ମାଟିରେ ମିଶି ଖତରେ ପରିଣତ ହୋଇଯିବା ପରିବେଶ ପାିଁ ବେଶ୍ ଲାଭଦାୟକ ବୋଲି ଆଇନରେ!-->…
