ପୁରୀ ଶ୍ରୀମନ୍ଦିରରେ ଭିଡ଼
ପୁରୀରେ ବିଶ୍ବ ପ୍ରସିଦ୍ଧା ଶ୍ରୀମନ୍ଦିର ରହିଛି। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସାରା ବିଶ୍ବରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଭଳି ଅବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଛି। ଦର୍ଶନ ବେଳେ ଅନେକ ସମୟରେ ଅଘଟଣା ହେବା ନଜୀର ରହିଛି। ବିଶେଷ କରି ଭିତର!-->…
