Odia News Portal

ଅଧିକ ଜୁଆଁଣି ସେବନ କରୁଥିଲେ ସାବଧାନ୍‌

ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍‌ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ…

ଫିଲ୍ମ ‘ପଠାନ୍‌’ର ଟ୍ରେଲର ରିଲିଜ୍‌

ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ ତାରିଖର କିଛି ଦିନ ପୂର୍ବରୁ ହିଁ ଏହାର ଦମ୍‌ଦାର ଟ୍ରେଲରକୁ ରିଲିଜ କରାଯାଇଛି। ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ସହିତ ଏହି ଘୋଷଣା…

ବିଶ୍ୱର ସବୁଠୁ ଅଜବ ବିଲେଇ: ଯାହାର ମୂଲ୍ୟ ୮୦୦ କୋଟି ଟଙ୍କା

ଏବେ ସୋସିଆଲ ମିଡିଆରେ ଏମିତି ଖବର ସବୁ ଜାଣିବାକୁ ମିଳୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାଟା ସ୍ବଭାବିକ। ଆପଣମାନେ ତ ଟେଲର ସ୍ବିଫ୍ଟଙ୍କ ବିଷୟରେ ଜାଣିଥିବେ। ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ୍ ତାରକା ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଗ୍ରାମୀ ପୁରସ୍କାର ପାଇଥିବା…

ରାଜଶ୍ରୀ ଆତ୍ମହତ୍ୟା କରିନାହାନ୍ତି! ହତ୍ୟା ଅଭିଯୋଗ ଆଣିଲେ କ୍ରିକେଟରଙ୍କ ପରିବାର ଲୋକେ

ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ ତାଙ୍କ ଭଉଣୀ…

ଆସୁଛି ପଶ୍ଚିମା ଝଡ଼: ୧୭ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଆସୁଛି ପଶ୍ଚିମା ଝଡ଼ । ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।…

ହକି ବିଶ୍ୱକପ: ଉଦଘାଟନୀ ମ୍ୟାଚ୍ ଜିତିଲା ଆର୍ଜେଣ୍ଟିନା

ଆରମ୍ଭ ହିଇଛି ହକି ବିଶ୍ୱକପ୍ ମହାସମର । ଏଫଆଇଏଚ୍ ୨୦୨୩ ର ଉଦଘାଟନୀ ମ୍ୟାଚ୍‌ରେ ଆର୍ଜେଣ୍ଟିନା ବାଜିମାତ କରିଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁଲ୍ ଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା । ୪୨ ମିନିଟରେ ମାଇକୋ କାସେଲା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଳ…

ହକି ବିଶ୍ବକପ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଉଛି ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ | ଟ୍ରଫି ପାଇଁ ମୋଟ ୧୬ଟି ଦଳ ମଧ୍ୟରେ ହେବ ରୋମାଞ୍ଚକ ଲଢେ଼ଇ । ଏହ ୧୬ ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି | ଇଂଲଣ୍ଡ, ସ୍ପେନ୍ ଏବଂ ୱେଲ୍ସ ସହିତ ଭାରତ ପୁଲ୍ ଡି’ରେ ଅଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ…

ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ୍ କ୍ରୁଜ୍’କୁ ଲୋକାର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ବିଳାସପୂର୍ଣ୍ଣ କ୍ରୁଜ୍ ଏକ ଭାସମାନ ପଞ୍ଚ ତାରକା ହୋଟେଲ ସଦୃଶ । ବାରାଣସୀରୁ ଗଙ୍ଗା…

କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଗୁରୁଡିଝାଟିଆ ଥାନା ଓରନ୍ଦା ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଛି । ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ କରିଛି କଟକ ମଙ୍ଗଳାବାଗ ପୋଲିସ । ରାଜଶ୍ରୀ ସ୍ୱାଇଁ କଟକର ଏକ ହୋଟେଲରୁ ନିଖୋଜ ହୋଇଥିବା ନେଇ…

ଆଜି ମହାପ୍ରଭୁଙ୍କ ନବାଙ୍କବେଶ ଓ ଫୁଲ ମେଲାଣ

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନବାଙ୍କ ବେଢା। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହାଁ ବାନ୍ଧି ମାଳଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆର ରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପ୍ରସ୍ତୁତ ଫୁଲକୁ ପାଳିଆ ସେବକ…