ପୁଣି ଚିନ୍ତା ବଢାଇଲା କୋରୋନା, ଟେଷ୍ଟିଂ ବିନା ତାଜମହଲକୁ ମନା
ଗତ କିଛି ଦିନ ଧରି ଚୀନରେ ବଢିଚାଲିଛି କୋରୋନା ମାମଲା । ଏହି ଘାତକ ଭାଇରସ ଧୀରେଧୀରେ ପୁଣି ଅନ୍ୟ ଦେଶକୁ ବ୍ୟାପୁଥିବା ବେଳେ ସତର୍କତା ଅବଲମ୍ବନ କରିଛି ଭାରତ । ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାଜମହଲକୁ ଜାରି ହୋଇଛି ଆଲର୍ଟ । ତେବେ କୋରୋନା ଯାଞ୍ଚ ବିନା ତାଜମହଲକୁ ପର୍ଯ୍ୟଟକଙ୍କ!-->…
