ହକି ବିଶ୍ୱକପ ନେଇ ଆଜି ସର୍ବଦଳୀୟ ବୈଠକ
ଆସନ୍ତା ମାସରେ ହକି ବିଶ୍ବକପ । ଆଉ ମାତ୍ର ଅଳ୍ପ ଦିନ ରହିଲା । ହକି ବିଶ୍ବକପକୁ କିଭଳି ସଫଳତର ସହ ଆୟୋଜନ କରାଯିବ, ସେଥିପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ । ଲୋକସେବା ଭବନ କନଭେନସନ!-->…
