Odia News Portal

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଉତ୍ତର ସିକ୍କିମରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୬ ଯବାନ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଉତ୍ତର ସିକ୍କିମର ଜେମା ଠାରେ ଏହି ଦୁର୍ଘଟଣା ଘଟିଛି । ସେନାର ସୂଚନା…

ସର୍ଗିଫୁଲ ଉଦ୍ ଯାପିତ, ଓଡିଶା ର ପିଲା ମାନେ କାହା ଠାରୁ କମ୍ ନୁହଁ:ମୁଖ୍ୟମନ୍ତ୍ରୀ

ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି – ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ୨୦୨୩ ଡିସେମ୍ବର ସୁଦ୍ଧା ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କ ପାଇଁ ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ଭୁବନେଶ୍ୱର…

ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼ିବାକୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଉଦ୍‌ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। SCST ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ…

କାଲିଠୁ ବିଏମସିର ଉଚ୍ଛେଦ ବନ୍ଦ

ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମସି । କାଲିଠୁ ଉଚ୍ଛେଦ ହେବନତ କହିଲେ ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର । ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଥଇଥାନ ନେଇ ମଧ୍ୟ ନିଷ୍ପତ୍ତି…

‘ଭାରତ ବାୟୋଟେକ୍’ର ନାଜାଲ୍ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି

ଭାରତ ବାୟୋଟେକର ‘ଇଣ୍ଟ୍ରାନାଜାଲ କୋଭିଡ’ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର’ ଡୋଜ୍ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ପାଇଁ କୌଣସି ସିରିଞ୍ଜ୍ ବ୍ୟବହାର…

ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ

ଗୋବିନ୍ଦ ସାହୁ ମୃତ୍ୟୁରେ ମିଳିଥିବା ଏନ୍‌ଭଲପ୍ ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା । ଗୋବିନ୍ଦଙ୍କ ଜ୍ୟାକେଟରେ ଭିତର ପଟୁ ମିଳିଥିଲା ମାଟିଆ ରଙ୍ଗର ଏନ୍‌ଭଲପ୍ । ଏନ୍‌ଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଇଥିଲା । ଏନ୍‌ଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା…

କୋଭିଡ୍ ନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ, ଜାରି ହୋଇପାରେ ନୂଆ ଗାଇଡ ଲାଇନ୍

ଭାରତରେ କରୋନାର ସମ୍ଭାବ୍ୟ ନୂଆ ଲହର ବିପଦ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନାର ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ…

ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନକଲି ଡାକ୍ତରଙ୍କ ଶୁଣାଣୀ ବେଳେ ହାଇକୋର୍ଟରେ ଏକ ତଥ୍ୟ ଉପସ୍ଥାପନ କରାଯାଇଛି । ରାଜ୍ୟରେ କେବଳ ୫୧ ପ୍ରତିଶତ ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଦେଶବ୍ୟାପି କରାଯାଇଥିବା ସର୍ଭେରୁ ହୋଇଛି ସ୍ପଷ୍ଟ । ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟକୁ ଯାଞ୍ଚ…

ଓସ୍କାର ପୁରସ୍କାର ସର୍ଟଲିଷ୍ଟରେ ‘ଆରଆରଆର’ ଓ ଛେଲୋ ସୋ’

ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ଓ ଗୁଜୁରାଟୀ ଚଳଚ୍ଚିତ୍ର ‘ଦ ଲାଷ୍ଟ ଫିଲ୍ମ ସୋ (ଛେଲୋ ସୋ)’କୁ ଓସ୍କାର ୨୦୨୩ ପୁରସ୍କାର ପାଇଁ ସର୍ଟଲିଷ୍ଟ କରାଯାଇଛି । ଏହାଛଡ଼ା ଦୁଇଟି ଭାରତୀୟ ଡକ୍ୟୁମେଣ୍ଟାରୀ ‘ଅଲ୍ ଦି ବ୍ରୀଥ୍ସ଼’ ଏବଂ ‘ଦି‌ ଏଲିଫେଣ୍ଟ୍ସ ହ୍ବିସପର୍ସ’ ମଧ୍ୟ ଓସ୍କାର ପାଇଁ ସଂକ୍ଷିପ୍ତ…

ତୁରନ୍ତ କୋଭିଡ୍ କଟକଣା ମାନିବାକୁ କହିଲେ ଆଇଏମ୍‌ଏ

ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ନିୟମ ମାନିବାକୁ ପରାମର୍ଶ ଦେଲେ । ମାସ୍କ ପରିଧାନ, ସାମାଜିକ ଦୂରତା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି । ଗତ ୨୪ ଗଣ୍ଟାରେ ବିଦେଶରେ ହୁ ହୁ ହୋଇ ଆକ୍ରାନ୍ତ ବଢ଼ୁ ଥିବାରୁ ଆଇଏମ୍‌ଏ ଏ ନେଇ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ କିଛି…