Odia News Portal

୨୧ ତାରିଖ ବେଳକୁ କିଛି ଜିଲ୍ଲାରେ ଲଘୁଚାପ ବର୍ଷା ସମ୍ଭାବନା

ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ଶୀତ ବଢ଼ିବାରେ ଲାଗିଛି । ଏଣେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୧ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସୂଚନା

ବ୍ରହ୍ମପୁର କଲେଜ ରାଗିଂ ଘଟଣା

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା । ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ ହୋଇଛି । ଭିଡିଓ କିଏ ଉଠାଇଥିଲା ଓ କିଏ ଭାଇରଲ କରିଥିଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ । ସମସ୍ତ ମୋବାଇଲ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟ

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି . ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ

ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ଉତକ୍ଷେପଣ ସଫଳ

ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଭାରତୀୟ ଗବେଷଣା ସଂଗଠନ (ଇସ୍ରୋ) ଆଜି ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’କୁ ସଫଳତାର ସହ ଉତକ୍ଷେପଣ କରିଛି । ଧାର୍ଯ୍ୟ ସମୟ ଅନୁଯାୟୀ ଇସ୍ରୋ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ ପୂର୍ବାହ୍ନ ୧୧:୩୦ରେ ଉତକ୍ଷେପଣ

ଭଞ୍ଜନଗର: ଟ୍ରକ୍ ଓଲଟି ୨ ମୃତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ କୋକଳବା ଗ୍ରାମରେ ପରିବା ବୋଝେଇ ଟ୍ରକ୍ ଓଲଟି ୨ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ବୟ ହେଲେ ଉକ୍ତ ଟ୍ରକର ଡ୍ରାଇଭର୍ ଓ ତାର ଜଣେ ସହାୟକ। ଟ୍ରକଟି ମହାରାଷ୍ଟ୍ରରୁ ପରିବା ବୋଝେଇ କରି ଭଞ୍ଜନଗର ଅଞ୍ଚଳକୁ ଆସୁଥିଲା। ମାତ୍ର କୋକଳବା ନିକଟରେ ଏକ ଗଛରେ

ମଣିଷ ମୁହଁ ଥିବା ଛୁଆ ଜନ୍ମ ଦେଲା ଛେଳି

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏକ ଛେଳି ମାନବ ରୂପ ଧାରଣ କରିଥିବା ଏକ ସନ୍ତାନକୁ ଜନ୍ମ ଦେଇଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କହିବାକୁ ଗଲେ ଆଜିକାଲି

ଯୁବ ଫୁଟବଲ ଖେଳାଳିଙ୍କ ମୃତ୍ୟୁ: ୨ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା

ଜଣେ ୧୮ ବର୍ଷୀୟ ମହିଳା ଫୁଟବଲ ଖେଳାଳିଙ୍କ ମୃତ୍ୟୁ ନେଇ ପୂରା ଚେନ୍ନାଇରେ ହଇଚଇ ସୃଷ୍ଟି ହୋଇଛି। ଚିକିତ୍ସା ଅଭାବରୁ ଫୁଟବଲ ଖେଳାଳି ଆର ପ୍ରିୟାଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଫୁଟବଲ ଖେଳିବା ବେଳେ ପ୍ରିୟା ଲିଗାମେଣ୍ଟ ବା ଆଣ୍ଟୁ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ପେରିୟାର ନଗରରେ

ଏଏସପି ପଦୋନ୍ନତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ

ଡିଏସପିର ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ । ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛୀି କା ର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ । ପ୍ରମୋଟ ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ

ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ବର୍ଷା ଯୋଗୁଁ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି। ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରି ନଥିଲା। ଟି-୨୦ ବିଶ୍ୱକପ୍‌ର ଉଭୟ ସେମିଫାଇନାଲିଷ୍ଟ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପର ୩ଟି ଟି-୨୦ ଓ ତିନୋଟି ଦିନିକିଆ

ପଦ୍ମପୁର ଉପ ନିର୍ବାଚନ: ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟାରେ ବାଦ୍ ପଡ଼ିଲେ ୨ ସ୍ଵାଧୀନ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗତକାଲି ବିଧିବଦ୍ଧ ଭାବେ ସରି ଥିବା ବେଳେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଏଆରଓ ସଦାକର କୁମ୍ଭାରଙ୍କ ପରଚାଳନାରେ ଯାଞ୍ଚ୍