Odia News Portal

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ

ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି,

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା

ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରିବ । ବର୍ତ୍ତମାନ ରାଜ୍ୟର ବିଧାୟକଙ୍କୁ ମିଳୁଥିବା ଦରମା,

ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ, ପ୍ରଭାବିତ ହେବ ବ୍ୟାଙ୍କ୍ ସେବା

ରଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ନଭେମ୍ବର ୧୯ରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଧର୍ମଘଟ ଆହ୍ବାନ ଡ଼ାକରା ଦେଇଛି । ନଭେମ୍ବର ୧୯ ଶନିବାର । ନଭେମ୍ବର ୨୦ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି। ତେଣୁ ଆପଣଙ୍କ ଯଦି ବ୍ୟାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ

ଭିଜିଲାନ୍ସ ପଞ୍ଝାରେ ଜଣେ ସେକ୍ସନ ଅଫିସର

ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢିଚାଲିଛି । ପ୍ରତ୍ୟେକ ଦିନ ଏହି ନା କେହି ସରକାରୀ ଅଧିକାରୀ ଭିଡିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଅଗରୁ ଅନେକ ଅଧିକାରୀଙ୍କୁ ଭଜିଲାନ୍ସ ଟାର୍ଗେଟ କରି ଧରିଥିବା ବେଳେ ବର୍ତ୍ତମାନ ଏହି ପଞ୍ଝାରେ ପଡିଛନ୍ତି ଜଣେ ସେକ୍ସନ ଅଫିସର । ୧୫ ହଜାର

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା,ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ରାଉରକେଲା, ୧୭ ନଭେମ୍ବର ୨୦୨୨:

ବିଧାନସଭା ଆଗରେ ବିଜେପିର ଧାରଣା ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ବିଧାନସଭା ଆଗରେ ଧାରଣା ଦେବାକୁ ବିଜେଡିର ପରାମର୍ଶ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ପାଇଁ କେନ୍ଦ୍ରକୁ କହୁ ବିଜେପି କୁଆଡେ ଗଲା ଉତ୍ପାଦନ ମୂଲ୍ୟର ଦେଢ ଗୁଣ ଦର ବୃଦ୍ଧି ପ୍ରତିଶ୍ରୁତିସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଲା ବିଜେଡିଭୁବନେଶ୍ୱର : ଚାଷୀଙ୍କ

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ କଲେ ବର୍ଷା, ସତ୍ୟଭୂଷଣ, ପ୍ରଦୀପ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ କଲେ ବର୍ଷା ସିଂ ବରିହା । ବିଜେଡି ପ୍ରାର୍ଥୀ ଭାବେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଭରିଲେ । ବର୍ଷାଙ୍କ ପରେ ନାମାଙ୍କନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ପ୍ରଦୀପ

ଆରପାରିରେ ଅବସର ବେଉରିଆ

ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୁଟନିିିିିିିିତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ ହୋଇଛି । ଓଡିଶାର ଗର୍ବ ଗୌରବ ଥିଲେ ଅବସର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।ବୁଧବାର

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ଆଜି ସକାଳେ ସୃଷ୍ଟି ହୋଇଛି । ଆଇଏମଡି ଏନେଇ ସୂଚନା ଦେଇଛି । ୧୯ ତାରିଖ

ଶ୍ରଦ୍ଧା ହତ୍ୟାର ନୂଆ ଖୁଲାସା

ଅଭିଯୁକ୍ତ ବୟଫ୍ରେଣ୍ଡ ଅଫତାବ ପୋଲିସ ଆଗରେ ଓଗାଳୁଛି ସତ । ଧିରେ ଧିରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଅଭିଯୁକ୍ତ ଅଫତାବ ନିଜ ଲିଭ୍ ଇନ୍ ପାର୍ଟନର ଶବକୁ ୩୫ ଖଣ୍ଡ କରିବା ପରେ ଶ୍ରଦ୍ଧାର ମୁହଁକୁ ଜାଳି ଦେଇଥିଲା । ଯେମିତି କେହି ଚିହ୍ନିପାରିବେ ନାହିଁ । ଏସବୁ ଇଣ୍ଟରନେଟରୁ