Odia News Portal

ରାଷ୍ଟ୍ରନେତାଙ୍କୁ ମୋଦୀଙ୍କ ଉପହାର

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉପସ୍ଥିତ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ଉପହାର ପ୍ରଦାନ କରିଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କାଙ୍ଗ୍ରା ମିନିଏଚର ପେଣ୍ଟିଙ୍ଗ୍ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିବାବେଳେ ବ୍ରିଟିଶ

ଆଜି ସରୁଛି କଟକ ବାଲିଯାତ୍ରା, ଏ ବର୍ଷ ଏକାଧିକ ରେକର୍ଡ

ଆଜି କଟକ ବାଲିଯାତ୍ରାର ଶେଷ ଦିନ । ଗତ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିଲା । ପରେ ଏ‌ହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଆଜି ଉଦଯାପନୀ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅଞ୍ଚଳରେ ଉନ୍ନତି କରିବାକୁ ପ୍ରତିଶୃତି ଦେଲେ ବର୍ଷା

ପ୍ରଥମ ପବ୍ଲିକ ମିଟିଂକୁ ଓହ୍ଲାଇଲେ ବର୍ଷା। ପଦ୍ମପୁର ବ୍ଲକର ୨ ନମ୍ଵର ଜୋନ ଧୁବଳାବହାଲ ସମାବେଶ ଜରିଆରେ ବିଜେଡି ପ୍ରର୍ଥୀନୀ ବର୍ଷାରାଣୀ ମଇଦାନକୁ ଓହ୍ଲାଇଛନ୍ତି। ଅଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେବା ପାଇଁ ଏହି ଜନସମାବେଶରେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି ସଭାରେ ବରିଷ୍ଠ

ଡିଏସପିରେ ନିଯୁକ୍ତି ପାଇଲେ ୧୨ ଅଧିକାରୀ

ରାଜ୍ୟ ପୋଲିସରେ ନିଯୁକ୍ତି ପାଇଲେ ଅଫିସର । ଡେପୁଟି ସୁପରିଟେଣ୍ଡଣ୍ଟ ଅଫ ପୋଲିସ ଭାବରେ ନିଯୁକ୍ତ ପାଇଛନ୍ତି ଅଫିସର । ହରି ସମ୍ପଦ ଦାସ ଡିଏସପି ସୋନପୁରରେ ନିଯୁକ୍ତ ହୋଇଛନ୍ତି । ସେହିପରି ବିଭୂତି ଭୂଷଣ ମହାପାତ୍ର ଡିଏସପି, ଢେଙ୍କାନାଳ ରେ ନିଯୁକ୍ତ , ସୁବ୍ରତ କୁମାର ଡିଏସପି, ରାଉରକେଲା ,

ଅରୁଣାଚଳ ପ୍ରଦେଶରେ ଭୂକମ୍ପ, ରିକ୍ଟର ସ୍କେଲରେ ଥିଲା ୩.୭ ତୀବ୍ରତା

ଭାରତରେ ପୁଣି ଥରେ ଭୂକମ୍ପ। ନିକଟରେ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳକୁ ଥରାଇ ଦେଇଛି ଭୂକମ୍ପ। ଏବେ ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ

ଫ୍ରିଜରେ ଶ୍ରଦ୍ଧାର ମୁଣ୍ଡକୁ ରଖି ମେକଅପ୍‌ କରୁଥିଲା ଆଫତାବ

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଗୁମର ଖୋଲୁଛି। ପୋଲିସ କହିବା ମୁତାବକ, ଆଫତାବ ଅନେକ ଥର ଶ୍ରଦ୍ଧାଙ୍କୁ ମାରିବାକୁ ଚେଷ୍ଟା କରିଥିଲା । ଆଉ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଫ୍ରିଜରେ ରଖିଥିବା ଶ୍ରଦ୍ଧାଙ୍କ ମୁହଁକୁ ମେକଅପ୍‌ କରୁଥିଲା ବୋଲି ଆଫତାବ କହିଛି। ତେବେ ପୋଲିସ

ରାଜ୍ୟରେ ବଢୁଛି ଶୀତ :୨୦ଟି ସହରରେ ପାରଦ ୧୫ ଡିଗ୍ରୀ ତଳେ

ଜି ଉଦୟଗିରିରେ ୭ ଡିଗ୍ରୀକୁ ଖସିଲା ରାତିର ପାରଦ । ଜି ଉଦୟଗିରିରେ କ୍ରମାଗତ ଭାବେ ତାପମାତ୍ରା ହ୍ରସ ପାଉଛି। ଶୀତ ଆରମ୍ଭରୁ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି । ପ୍ରତିଦିନ ଜି ଉଦୟଗିରିରେ ପାରଦ ତଳମୁହାଁ ହେଉଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଥଣ୍ଡା ସ୍ଥାନ

ଭାରତକୁ ମିଳିଲା ଜି-୨୦ ଅଧ୍ୟକ୍ଷତା

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ବୁଧବାର ଆନୁଷ୍ଠାନିକ ଭାବେ ଜି-୨୦ ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଜି-୨୦ ଶିଖର ବୈଠକର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତକୁ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁରକୁ ଜିଲା ଘୋଷଣା କରିବା ପାଇଁ ଦାବି କରିଛନ୍ତି। ପଦ୍ମପୁର ଉପ ଜିଲ୍ଲାପାଳଙ୍କ

ପ୍ରଥମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ହେଉଛି ପବିତ୍ର ପ୍ରଥମାଷ୍ଟମୀ । ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।