ଏଣିକି ରାଜଧାନୀ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ ରହିବ କଟକଣା
ଏଣିକି ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ କଟକଣା ରହିବ । ରାସ୍ତାକଡରେ କିମ୍ବା ଡ୍ରେନ ଉପରେ ଆଉ ଖାଇବା ବିକ୍ରୀ ହେବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ରାସ୍ତାକଡ ଫୂଡପାଦ୍ ଏବଂ ଡ୍ରେନ ଉପରେ ଖୋଲୁଥିବା!-->…
