ବୌଦ୍ଧରେ ବେଆଇନ ବନ୍ଧୁକ କାରଖାନା ଠାବ, ବନ୍ଧୁକ ଜବତ ଜଣେ ଗିରଫ
ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ କାରଖାନା ଠାବ । କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ମନମୁଣ୍ଡା ପୋଲିସ୍ । ଏକ ଘରୁ ବନ୍ଧୁକ କାରିଗରକୁ ଗିରଫ କରିବ ସହ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ତିଆରି!-->…
