ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍
ଜମି ବଦଳରେ ରେଳବାଇରେ ନିଯୁକ୍ତି ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଅନ୍ୟ ୧୪ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି। ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ଲାଲୁଙ୍କ ଝିଅ ମିସା ଭାରତୀ, କେନ୍ଦ୍ରୀୟ!-->…
