Odia News Portal

ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ

ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ ତଥା ରୁଷ

ଛଟ୍ ପୂଜା ପାଇଁ ଅରବିନ୍ଦ କେଜ୍ରିୱାଲ କଲେ ବଡ଼ ଘୋଷଣା

ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାର ଚଳିତ ବର୍ଷ ଛଟ୍ ଉତ୍ସବ ପାଳନ କରିବେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଛଟ୍ ପୂଜା ଦିଲ୍ଲୀର ୧୧୦୦ ସ୍ଥାନରେ ପାଳନ କରାଯିବ ଏବଂ ଏଥିପାଇଁ ଆପ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ। ସିଏମ କେଜ୍ରିୱାଲ କହିଛନ୍ତି ଯେ ଛଟ୍ ପୂଜା

ଦୃଷ୍ଟିହୀନଙ୍କ ପାଇଁ ଆସନ୍ତାକାଲି ପାଳିତ ହେବ ଇଣ୍ଟର ନ୍ୟାସନାଲ ହ୍ୱାଇଟ କେନ ଦିବସ

କଟକରେ ଦୃଷ୍ଟିହୀନଙ୍କ ପାଇଁ ଉତ୍କଳ ବାଳାଶ୍ରମ ବିଦ୍ୟାଳୟ ୧୯୮୦ ମସିହାରେ ଦୃଷ୍ଟିହୀନ କଲ୍ୟାଣ ସମିତି ନାମରେ ଏକ କମିଟି ଗଠନ କରିଥିଲା। ପ୍ରାଥମିକ ଶକ୍ତିରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦୃଷ୍ଟିହୀନ ଛାତ୍ରମାନଙ୍କ ପାଇଁ ଏଠାରେ ଶ୍ରେଣୀ ରହିଥିଲା । ସ୍ୱତନ୍ତ୍ର ଶିକ୍ଷା ପାଇଁ

ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା

ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ମାମଲା ହାଇକୋର୍ଟ ଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା କରାଯାଇଛି । କେନ୍ଦ, ରାଜ୍ୟ ସରକାର , ଇଡି , ଡିସିପି ଆଦିଙ୍କୁ ପକ୍ଷଭୁକ୍ତ । ଭୁବନେଶ୍ୱର ଦୁଇ

ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ଦହି

ଦହି ଏପରି ଏକ ଡେରୀ ଫୁଡ୍ ଯାହାକି ଭାରତୀୟ ଥାଳିରେ ନିଶ୍ଚିତ ଭାବରେ ରହିଥାଏ। ଗରମ ହେଉ କି ଥଣ୍ଡା, ଏହାର ଉପସ୍ଥିତି ଯେ କୌଣସି ରୂପରେ ଖାଦ୍ୟରେ ରହିଥାଏ। ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବାର ଅନେକ ଲାଭ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ

ଆଜି ଘୋଷଣା ହେବ ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ

ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କମିଶନ ଆଜି ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏଥିରେ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା

ଧାମନଗର ଉପନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଟିକେଟ୍ ନପାଇ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ବାଇପାସ ସ୍ଥିତ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ନିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍

+୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ

ଆଜିଠୁ +୩ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । କୋରୋନା କୋପ କମିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଫିଜିକାଲ ମୋଡରେ ଶ୍ରେଣୀ ପାଠପଢ଼ା ହୋଇଛି । ପାଠପଢା ସହ ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସବୁ

ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ପେଟ୍ ସିଟି ସ୍କାନ ବ୍ୟବସ୍ଥା

କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ । କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା । ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା । ପୂର୍ବରୁ ଏଥିପାଇଁ ଘରୋଇ

ଧାମନଗର ଉପନିର୍ବାଚନ : ନାମାଙ୍କନ କରିବା କଥାକୁ ମନା କଲେନି ରାଜୁ ଦାସ

ନାମାଙ୍କନ କରିବା କଥା କୁ ମନା କଲେନି ରାଜେନ୍ଦ୍ର ଦାସ । ସସପେନ୍ସ ରଖିଲେ ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ । କାଲି ନାମାଙ୍କନ କରିବେ କି ପ୍ରଶ୍ନରେ ରାଜେନ୍ଦ୍ରଙ୍କ ଉତ୍ତର । ଲୋକଙ୍କ ପରାମର୍ଶ ନେଉଛି ବୋଲି କହିଲେ ରାଜେନ୍ଦ୍ର । ଲୋକଙ୍କ ପରାମର୍ଶ ନେଉଛି ଲୋକ ଯାହା କହିବେ ବୋଲି