Odia News Portal

ବାତ୍ୟା ନାଁରେ ଚାଲିଛି ଗୁଜବ:ପାଣିପାଗ ବିଭାଗ

୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖକୁ ଓଡିଶା କେବେ ବି ଭୁଲିପାରିବ ନାହିଁ । ଏହି ଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଜୀବନ । ପାରାଦୀପରେ ଲ୍ୟାଣ୍ଡଫଲ କରିଥିବା ମହାବାତ୍ୟା ଏରସମା ପରି ଏକ ଗାଁକୁ ସତେ ଯେପରି ଗ୍ରାସ କରିଦେଇଥିଲା ।ତେବେ ଏହି

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ । ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖରେ ବିଶ୍ୱ ଆର୍ଥରାଇଟ୍ସ ଦିବସ ପାଳନ କରାଯାଏ । ଦିନକୁ ଦିନ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଶିକାର ଲୋକଙ୍କୁ ଚାଲିବା, ଦୌଡିବା ଏବଂ ସିଡି ଚଢିବା ଆଦି କଷ୍ଟ ହୋଇଥାଏ । ତେଣୁ ଏନେଇ ଲୋକଙ୍କ

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କିମ୍ବଦନ୍ତୀ ଗାୟକ, ସଙ୍ଗୀତଜ୍ଞ ତଥା ଶତାଧିକ ଓଡ଼ିଆ ଗଳ୍ପ, କବିତା, ଗୀତ, ଉପନ୍ୟାସର ଅନନ୍ୟ ସ୍ରଷ୍ଟା ଅକ୍ଷୟ ମହାନ୍ତିଙ୍କ ଆଜି ଜୟନ୍ତୀ । ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ସମସାମୟିକ ସ୍ଥିତି ଓ ବାସ୍ତବ ଚରିତ୍ରକୁ ନେଇ ସଂଗୀତ ରଚନା ସହ

‘ମୋ ସ୍କୁଲ୍ ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେ ଏହାର ୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ମୁଲାୟମଙ୍କ ଶେଷକୃତ୍ୟ

ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିଲା। କେବଳ ସମର୍ଥକ ନୁହେଁ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମସ୍ୟା: ଗ୍ରାମାଞ୍ଚଳ ପାଇଁ ଲାଗୁହେବ ସ୍ୱତନ୍ତ୍ର ବ୍ୟବସ୍ଥା

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି

ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି

ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଦେବାକୁ

ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

ଧାମନଗର ଉପନିର୍ବାଚନ କୁ ନେଇ ବିଜେପି ପରେ ଏବେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ। ଏହାପରେ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଏଥିପାଇଁ ଦଳ

ବାପାଙ୍କ ଆକଟ ସହି ନପାରି ନିଜକୁ ଜାଳିଲେ ସପ୍ତମ ଶ୍ରେଣୀ ଛାତ୍ର

ନିଜକୁ ଜାଳିଲେ ସପ୍ତମ ଶ୍ରେଣୀ ଛାତ୍ର! । କିରୋସିନ୍ ଢ଼ାଳି ହୋଇ ନାବାଳକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଘଟଣାଟି ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲା । ଅବସ୍ଥା

ବିସିସିଆଇ ସଭାପତି ପଦରୁ ଗାଙ୍ଗୁଲିଙ୍କ ହେବ ଛୁଟି

୧୯୮୩ ବିଶ୍ବକପ୍ ବିଜେତା ଦଳର ହିରୋ ରୋଜର ବିନ୍ନି ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବା ନିଶ୍ଚିତ ହୋଇଛି । ଗାଙ୍ଗୁଲି ଗତ ତିନିବର୍ଷ ଧରି ବିସିସିଆଇ ସଭାପତି ରହିଆସିଛନ୍ତି । ଅକ୍ଟୋବର ୧୮ରେ ହେବାକୁ ଥିବା ବୋର୍ଡର ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ବିନ୍ନିଙ୍କ ପାଇଁ