Odia News Portal

ଦୁଇ ବସ୍ ମଧ୍ୟରେ ଧକ୍କା, ଜଳିଗଲେ ୨୦ ଯାତ୍ରୀ

ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ଏକ ଗାଡି ସହିତ ଧକ୍କା ହେବା ପରେ ଏକ ବସରେ ନିଆଁ ଲାଗି ଅତିକମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ସୂଚନା ଦେଇ ପୋଲିସ ଓ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଶନିବାର ଓୟୋ ରାଜ୍ୟର ଇବାରାପା ଅଞ୍ଚଳର

୧୭ରେ ଆଉ ଏକ ଲଘୁଚାପ

୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ ମୃତ୍ୟୁଞ୍ଜୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ

ଆଜିଠାରୁ ବଢିବ ବର୍ଷା ପରିମାଣ : ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ଏଥିପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ କଟକ ଜିଲାକୁ ଅରେଞ୍ଜ

ତରଳୁଛି ଗ୍ଲେସିୟର, ଦେଶ ପାଇଁ ସୃଷ୍ଟି କରିବ ବିପଦ

ଯଦି ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଜଳ ସଙ୍କଟ ଏହାର ପ୍ରମୁଖ କାରଣ ହେବ ବୋଲି ବିଶ୍ୱାସ କରାଯାଏ । ବୈଜ୍ଞାନିକ ମତରେ ଗ୍ଲେସିୟର ତରଳିବା କାରଣରୁ ଏହାର ପ୍ରତିକୂଳ ପ୍ରଭାବ ବିଶ୍ୱ ଉପରେ ପଡିପାରେ ବୋଲି ଆଶଙ୍କା କରାଯାଉଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେଉଁ ଗତିରେ ହିମାଳୟରେ

‘ମୋ କଲେଜ’ ଅଭିଯାନ ଅଧୀନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର

ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟର ନାଁ ବଦଳି ହେଲା ‘କର୍ତ୍ତବ୍ୟ ପଥ’

ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ୍‌ ଏବଂ ଓଜନ ୬୫ ମେଟ୍ରିକ ଟନ୍‌। ପୂର୍ବରୁ ଜାନୁଆରୀ ୨୩ତାରିଖରେ ନେତାଜୀ ଜୟନ୍ତୀରେ ଏଠାରେ ସୁଭାଷଙ୍କ ହୋଲୋଗ୍ରାମ ସ୍ଥାନ ପାଇଥିଲା। କର୍ତ୍ତବ୍ୟ ପଥ ଓ ନେତାଜୀଙ୍କ ପ୍ରତିମୂର୍ତ୍ତି ସେଣ୍ଟ୍ରାଲ ଭିଷ୍ଟା

ଦିଲ୍ଲୀ ଆଜାଦ ନଗରରେ ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା,୩ମୃତ

ଦିଲ୍ଲୀ ଆଜାଦ ନଗରରେ ଅଘଟଣ। ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ମାଟିତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

କଖାରୁ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ, ଜାଣନ୍ତୁ କ’ଣ ରହିଛି ଫାଇଦା

କଖାରୁ ମଞ୍ଜିକୁ ସମସ୍ତେ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି।  ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ ଏହି ଭୁଲ କରିବେ ନାହିଁ। ଗ୍ରେଟର ନୋଏଡା ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡଃ ଆୟୁଷ ଯାଦବ

ଘରେ ଗାଳିଦେବାରୁ ଯୁବତୀଙ୍କ ଆତ୍ମହତ୍ୟା

ଘର ଭିତରୁ ୨୧ ବର୍ଷିୟା ଯୁବତୀଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘର ଭିତରୁ ମିଳିଲା ମୃତଦେହ । ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ।  ସୂଚନା ମୁତାବକ, କୌଣସି କାରଣରୁ ଘରେ ଗାଳିଦେବାରୁ ଆତ୍ମହତ୍ୟା କରିଛନ୍ତି ଯୁବତୀ ଜଣକ ।

ଏମିତି ଏକ ଶିବ ମନ୍ଦିର, ଯାହା କେବଳ ଗୋଟିଏ ଦିନ ଖୋଲାଯାଏ

ଆମ ଦେଶ ତଥା ଅନ୍ୟ କେତେକ ଦେଶରେ ଦେବ ଦେବ ମହାଦେବଙ୍କର ବହୁ ମନ୍ଦିର ଅଛି। ସେଥି ମଧ୍ୟରୁ ପ୍ରାୟ ଶୈବପୀଠ ବର୍ଷସାରା ଖୋଲା ରହୁଥିବାବେଳେ, ଆଉ କେତେକ ମାତ୍ର କିଛି ମାସ ପାଇଁ ଖୋଲାହୁଏ । କିନ୍ତୁ, ମଧ୍ୟପ୍ରଦେଶରେ ମହାଦେବଙ୍କର ଏପରି ଏକ ମନ୍ଦିର ଅଛି, ଯାହା କେବଳ ମହାଶିବରାତ୍ରୀରେ ଖୋଲିଥାଏ।