Odia News Portal

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ । ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ୧୯ ଅଫିସର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର।

ନକଲି ମେଡିସିନକୁ କିପରି ଚିହ୍ନିବେ

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ନକଲି ମେଡିସିନ୍‌ର ଚେର । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରରେ ଘଣ୍ଟାଚକଟା ପରେ ଅନ୍ୟ କେତେକ ସହରରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢଉ କରାଯାଇଛି । ଭୁବନେଶ୍ୱରରେ ଥିବା ନାମୀଦାମୀ ୬୦ରୁ ଊର୍ଦ୍ଧ୍ୱ ମେଡିସିନ୍ ଦୋକାନରେ ଅତର୍କିତ ଚଢଉ

ବଜ୍ରପାତରେ ଦୁଇ ମୃତ

ବାରିପଦା ସହରଠାରୁ ପ୍ରାୟ ସାତ କିଲୋମିଟର ଦୂର ୨ଟି ସ୍ଥାନରେ ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଶାମାଖୁଣ୍ଟା ବ୍ଲକ୍ ସିନ୍ଦୁରଗୌରା ପଞ୍ଚାୟତ ଆତ୍ମବି ଗ୍ରାମର ମନସା ସିଂ(୫୫), କୁଳିଅଣା ବ୍ଲକ୍‌ର ବାଇଗଣବାଡ଼ିଆ ପଞ୍ଚାୟତ ଭୋଳଗଡ଼ିଆ ଗ୍ରାମର ସିନଗୋ ସୋରେନ(୭୨) ।

ଏୟାର ସୋ’ପାଇଁ ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି କାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌ । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌। ଆସନ୍ତା ୧୬ରେ ଭୁବନେଶ୍ୱରରେ ଓ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏୟାର ସୋ’ ଅନୁଷ୍ଠିତ ହେବ।

ଭିଜୁଛି ଓଡ଼ିଶା: ଆହୁରି ବର୍ଷିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଅବପାତ । କିନ୍ତୁ ବାତ୍ୟା ସମ୍ଭାବନା ନାହିଁ । ଏହି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ସକ୍ରିୟ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି । ଆଜି ରାଜ୍ୟରେ

ଭୂକମ୍ପ ଝଟକାରେ ଥରିଲା ପାପୁଆ ନ୍ୟୁ ଗିନି

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପଶ୍ଚିମ ପାପୁଆ ନ୍ୟୁ ଗିନି । ଆଜି (ରବିବାର )ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ଆକଳନ ହୋଇଛି। କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର

ବିପୁଳ ପରିମାଣର କଫସିରପ୍ ଜବତ: ୨ ଗିରଫ

ବରଗଡ଼ ପୁଲିସ ବିପୁଳ ପରିମାଣର କଫସିରପ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନା ମତେ ବରଗଡ଼ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ତୋରା ଲାଇନରୁ ବରଗଡ଼ ଟାଉନକୁ ଆସୁଥିବା ଏକ ଅଟୋ ରିକ୍ସାକୁ ତନଖି କରିଥିଲା । ଅଟୋରୁ ଚାଲାଣ ୮ ଶହ ବୋତଲ

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ରାଜା

ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି ଭାବୋଦ୍ଦିପକ ଉଦବୋଧନ ଦେଇଛନ୍ତି । ରାଣୀଙ୍କ ନିଧନ ଖବର

ହିଜାବ କାହିଁକି ବାଧ୍ୟତାମୂଳକ ହେବ, ନମାଜ କାହିଁକି ନୁହେଁ: ସୁପ୍ରିମକୋର୍ଟ

ହିଜାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟ । ହିଜାବ କାହିଁକି ମୁସଲିମ ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ଓ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ନମାଜ, ହଜ, ରୋଜା, ଜକାଟ ଓ ଓମାନ ପରି ପାଞ୍ଚଟି ଇସଲାମ ନୀତିକୁ

ମହାପ୍ରଭୁଙ୍କ ମହାପ୍ରସାଦରେ କାହିଁକି ପଡେ ନାହିଁ ଆଳୁ ଆସନ୍ତୁ ଜାଣିବା

ଜଗତର ନାଥ ଜଗନ୍ନାଥ । ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା