Odia News Portal

ସମ୍ବଲପୁର- କୁଚିଣ୍ଡା କୋଲାବିରାରୁ ୩ଟି ବାଘ ଛାଲ ଜବତ।

ସମ୍ବଲପୁର- କୁଚିଣ୍ଡା କୋଲାବିରାରୁ ୩ଟି ବାଘ ଛାଲ ଜବତ। କଲରାପତରିଆ ବାଘ ଛାଲ ଜବତ କଲା STFର ସ୍ଵତନ୍ତ୍ର ଟିମ୍। ବାଘ ଛାଲ ବେପାର କରୁଥିବା ଯୋଗିଡିହିର ସୁମିତ ପଟେଲ, ସୁଡୁପଡ଼ାର କୃପା ସାହୁ, ପଲସାମାଲର ଆଦିତ୍ୟ ପାତ୍ର ଗିରଫ ହୋଇଛନ୍ତି। ସୂଚନାନୁଯାୟୀ, ଝାରସୁଗୁଡା ଯୋଗିଡିହ ଗାଁର…

ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ ଅରୋରା ଗିରଫ, ଭିଜିଲାନ୍ସ ଅଧିକାରୀଙ୍କୁ

ଶନିବାର ବିଳମ୍ଵିତ ରାତିରେ ତାଙ୍କୁ ଜୀରକପୁରରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ସୁନ୍ଦରଙ୍କ ପିଏ ସମେତ ବହୁ ଲୋକ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି। ସୂଚନାନୁଯାୟୀ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…

ଆଜିଠୁ ଆରମ୍ଭ ହେବ କ୍ରିିକେଟ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟି-୨୦ ବିଶ୍ୱକପ୍ ।

ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ ଉତ୍ସବ ମୁଖର ସାରା ବିଶ୍ୱ । ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ଆଇସିସିର…

ଓଡିଶାରେ ଶେଷ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା

ତ ରାଜ୍ୟରୁ ଉଠିଛି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହାକୁ ରାଜ୍ୟବାସୀଙ୍କ ପାଇଁ ଦୀପାବଳି ଭେଟି କହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତିି, ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ…

ମଧ୍ୟପ୍ରଦେଶରେ ଏଣିକି ହିନ୍ଦୀ ଭାଷାରେ ପଢାଯିବ ମେଡିକାଲ ପାଠ

ଅଟୋନୋମି , ବାୟୋକେମେଷ୍ଟ୍ରି, ଓ ଫିଜିଓଲୋଜି ଭଳି ଏମବିବିଏସ ପାଠ୍ୟକ୍ରମକୁ ହିନ୍ଦୀ ଭାଷାରେ ପଢିବେ ଛାତ୍ରଛାତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ମଧ୍ୟପ୍ରଦେଶରେ ଏହି ହିନ୍ଦୀ ପାଠ୍ୟକ୍ରମର ଶୁଭାରମ୍ଭ କରିବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସୂଚନା…

ଦେଖନ୍ତୁ କେମିତି କଟିବ ଦିନ।

ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ। ବୃଷ…

୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 77 ବର୍ଷରେ ପାଦ ଦେଇଛନ୍ତି ନବୀନ । ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ। 2000ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ 22ବର୍ଷ ଧରି ଲଗାତାର 5ଥର ମୁଖ୍ୟମନ୍ତ୍ରୀ ହେବାର…

୯ ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଫୋକସ୍‌ରେ ପୁଣି ପାନୀୟ ଜଳ ଯୋଗାଣ

– ୪ ଜିଲ୍ଲା ୧୧ ବ୍ଲକ୍‌ରେ ଗ୍ରାମ୍ୟ ପାଇପ୍ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ– ମୋଟ୍ ୧୪୫୫ କୋଟି ୧୭ ଳକ୍ଷ ୭୨୨ ଟଙ୍କା ମଞ୍ଜୁର– ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ-୨୦୧୯ର ସଂଶୋଧନ ସରକାର ପୁଣି ଥରେ ଗ୍ରାମାଞ୍ଚଳରେ ପାଇପ୍ ଜଳଯୋଗାଣ ଉପରେ ଅଧିକ ଫୋକସ୍ ଦେଇଛନ୍ତି । ଚାରୋଟି…

ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ଖୁବ ଶୀଘ୍ର ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା By Newsroom Odisha Network on October 15, 2022 ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ…

ଆଜି ବିଶ୍ୱ ହାତଧୁଆ ଦିବସ ; ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଜରୁରୀ। ବିଶ୍ୱ ହାତଧୁଆ ଦିବସରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଇରସ ନିୟନ୍ତ୍ରଣ ସହ ରୋଗ ଏଡ଼ାଇବା ପାଇଁ ସାବୁନରେ ହାତ ଧୋଇବା ଅଭ୍ୟାସକୁ ଉତ୍ସା‌ହିତ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମିଳିତ ଉଦ୍ୟମରେ ଏ ଦିଗରେ…