ପାକିସ୍ତାନରେ ହେବ ଏସିଆ କପ୍ ୨୦୨୩: ଟିମ୍ ଇଣ୍ଡିଆ ଗସ୍ତ ପାଇଁ BCCIର ଗ୍ରୀନ୍ ସିଗନାଲ୍, ଅନୁମତି ଦେବ ତ କେନ୍ଦ୍ର?
ପାକିସ୍ତାନ ଗସ୍ତ କରିବ ଟିମ୍ ଇଣ୍ଡିଆ! ୨୦୦୮ ମସିହାରୁ ବର୍ତ୍ତମାନ ସୁଦ୍ଧା ଯାହା ସମ୍ଭବ ହୋଇପାରିନାହିଁ ତାହା ପୁଣି ସମ୍ଭବ ହେବ! ଏକାଠି ହେବେ କ୍ରିକେଟର ଦୁଇ ମହା ଧ୍ରୁମ! ଏଭଳି କିଛି ଖବର ଏବେ ଚର୍ଚ୍ଚା ହେଉଛି । ହେବା ବି ସ୍ବାଭାବିକ । କାରଣ ଏଭଳି ସଙ୍କେତ ଦେଇଛି ଭାରତୀୟ କ୍ରିକେଟ୍!-->…
