Odia News Portal

ଉତ୍ତରାଖଣ୍ଡର କେଦାରନାଥରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା।

ଦୁର୍ଘଟଣାରେ ପାଇଲଟଙ୍କ ସହିତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଦୁର୍ଘଟଣା କେଦାରନାଥଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟି ନିକଟରେ ହୋଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଭିନବ କୁମାର ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ହେଲିକପ୍ଟରଟି…

ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରାୟ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ବୁଧବାର ଦିନ କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏଥି ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣାଲାଗିଛି । ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ…

ବହୁ ଚର୍ଚ୍ଚିତ ଆଇଆର୍‌ସିଟିସି ଦୁର୍ନୀତି ମାମଲା

ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବ ନିଜର ଉତ୍ତର ଦାଖଲ କରିଛନ୍ତି। ତେବେ ତେଜସ୍ୱୀ ଯାଦବଙ୍କ ଉତ୍ତରକୁ ସିବିଆଇ ବିରୋଧ କରିଛି। ସାମ୍ବାଦିକ…

ମହଙ୍ଗା ପେଟ୍ରୋଲ ଲିଟର।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୦୪ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ…

ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।

ଏହା ପୂର୍ବରୁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ରାସ୍ତା ମରାମତି କାମ ସମ୍ପୂର୍ଣ୍ଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ପ୍ରତି ବର୍ଷ ଦେଶ ବିଦେଶର ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୋଇଥାନ୍ତି।…

୨୪ ରେ ବାତ୍ୟା।

ଯଦି ସାମାନ୍ୟ ଅନୁକୂଳ ରହେ, ଏହା ଉତ୍ତର ଆନ୍ଧ୍ର ଉପକୂଳରେ ୨୪ରେ ଉପକୂଳ ଛୁଇଁବ । ଯଦି ପାଗ ଅଧିକ ଅନୁକୂଳ ହେବ, ତେବେ ପଶ୍ଚିମବଙ୍ଗ କିମ୍ବା ସାଗରଦୀପକୁ ପ୍ରବେଶ କରିପାରେ ୨୬ ତାରିଖକୁ । ଯଦି ବାତ୍ୟା ନେଇ ପାଗ ମଧ୍ୟମ ଧରଣର ଅନୁକୂଳ ରହିବ, ତାହା ଓଡ଼ିଶା ମୁହାଁ ହୋଇପାରେ । ୨୫ରେ ଓଡ଼ିଶା…

ରସୁଲଗଡ ଓଭରବ୍ରିଜ ଉପରେ ହୁ ହୁ ହୋଇ ଜଳିଗଲା ଟ୍ରକ ।

ଟ୍ରକରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର ଓ ହେଲ୍ପର । 10 ମିନିଟ ମଧ୍ୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।  ମାର୍ବଲ ବୁହା ଟ୍ରକଟି ପଲାସୁଣି ଦେଇ ରସୁଲଗଡ ଓଭରବ୍ରିଜ ଉପରକୁ ଯାଉଥିବା ସମୟରେ ବ୍ୟାଟେରୀରୁ ଧୁଆଁ ବାହାରିଥିଲା । ଏହାକୁ ଦେଖିବା କ୍ଷଣିକ ହଟାତ୍ ନିଆଁ ଲାଗିଗଲା…

ଆଜିର ରାଶିଫଳ ଜାଣନ୍ତୁ କେମିତି କଟିବ ଦିନ।

ମେଷ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଆଜି ଆପଣଙ୍କ ମନ ଅଧିକ ଚଞ୍ଚଳ…

ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌: ଭାରତର ହ୍ୟାଟ୍ରିକ୍ ପରାଜୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌ରେ ସୋମବାର ଗ୍ରୁପ୍‌-ଏ’ ଓ ଗ୍ରୁପ୍‌-ବି’ର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳାଯାଇଛି । ଦିନର ପ୍ରଥମ ମ୍ୟାଚ୍‌ଟି ଗ୍ରୁପ୍‌-ବି’ର ନାଇଜେରିଆ ଓ ଚିଲି ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ନାଇଜେରିଆ ୨-୧ ଗୋଲ୍‌ରେ ବିଜୟୀ ହୋଇ…

କିଏ ହେବ କଂଗ୍ରେସର ନୂଆ ବସ୍‌ !!

ଆଜି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ସକାଳ ୧୦ଟାରୁ ୪ଟା ମଧ୍ୟରେ ହେବ ଭୋଟ୍‌ । ସମଗ୍ର ଦେଶରେ ୪୦ଟି କେନ୍ଦ୍ରରେ ୬୮ଟି ବୁଥ୍‌ ହୋଇଛି । ପ୍ରତ୍ୟେକ ରାଜ୍ୟର ପ୍ରତିନିଧି ପ୍ରାର୍ଥୀଙ୍କ ନାମ ସାମ୍ନାରେ…