Odia News Portal

ଆଲେସ ବାଲିଆସ୍କିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ବେଳାରୁଷର ଆଲେସ ବାଲିଆସ୍କିଙ୍କୁ ମିଳିବ ଚଳିତବର୍ଷର ନୋବେଲ ପୁରସ୍କାର I ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ଆଲେସଙ୍କୁ ମିଳିବ ଏହି ସମ୍ମାନ I ଅଲେସଙ୍କ ସହ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଓ ଯୁକ୍ରେନର ମାନବାଧିକାର ସଂଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ମଧ୍ୟ ମିଳିତ ଭାବେ…

ରାଜ୍ୟରେ ବଢିବ ନିଯୁକ୍ତି ସୁଯୋଗ: ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ ଡେଭଲପମେଣ୍ଟ ସେଣ୍ଟର

ନଭେମ୍ବରରେ ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ର ଡେଭଲପମେଣ୍ଟ ସେଣ୍ଟର । ଏ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ । ଦେଶର ବଡ ବଡ ମେଟ୍ରୋ ସିଟିରେ ଏହାର ଅଫିସ ରହିଛି ।ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଦିଲ୍ଲୀ ପରି…

ଆଜି ପୁରୀରେ ଭସାଣି ଉତ୍ସବ

ପୁରୀ ପ୍ରତିକୂଳ ପାଗ ଓ ବର୍ଷା ଯୋଗୁ ଗତକାଲି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋସାଣି ଯାତ୍ରା ସ୍ଥଗିତ ରହିଥିଲା। ପରମ୍ପରା ଅନୁଯାୟୀ ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିରେ ପ୍ରାୟ ୬୦ଟି ମେଢ ଏକାଠି ହେବ। ସିଂହଦ୍ୱାରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋସାଣି ଯାତ୍ରା ସମସ୍ତ ପ୍ରସ୍ତୁତି…

ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ଶୁକ୍ରବାର ମୁମ୍ବାଇରେ ପରଲୋକ ହୋଇଯାଇଛି । ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ପରିବାରର ସୂଚନା ମୁତାବକ, ବାଲି ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅରୁଣ ବାଲିଙ୍କ ଅଭିନୟ…

ବନ୍ଧା ହେଲେ ସୁନ୍ଦରୀ ବ୍ଲାକମେଲ୍‌ର: ନେତା ଓ ଅଭିନେତାଙ୍କୁ ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା

ସେକ୍ସ ସ୍କାଣ୍ଡଲରେ ଫସିଲେ ରହସ୍ୟମୟୀ ଯୁବତୀ । ଏହି ମାମଲାରେ ବନ୍ଧା ହୋଇଛନ୍ତି ଜଣେ ସୁନ୍ଦରୀ ବ୍ଲାକମେଲ୍‌ର । ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ୍‌ କରୁଥିବା ସୂଚନା ମିଳିଛି । ପ୍ରଯୋଜକ,ରାଜନେତାଙ୍କୁ ବ୍ଲାକମେଲିଂ କରୁଥିବା ସୂଚନା ମିଳିଛି । ମୋବାଇଲରେ ସୁଟ୍‌ କରି ବ୍ଲାକମେଲିଂ କରୁଥିବାବେଳେ…

ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ । ଏହା ସହ ଅକ୍ଟୋବର ୧୭ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ବୋଲଲି ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହା ସହ…

ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଲଗାଣ ବର୍ଷା । ଗତ ୨୪ ଘଣ୍ଟାରେ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ । ଆଜି…

ବଜ୍ରପାତରେ ୩ ଗୁରୁତର

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ମୁଣ୍ଡାଗାଁରେ ଅଘଟଣ। ବଜ୍ରପାତରେ ଏକାଠି ୩ ସାଙ୍ଗ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଗୁରୁତରମାନେ ହେଲେ ୧୩ ବର୍ଷ ବୟସ୍କ ପଞ୍ଚାନନ ବେହେରା, ୧୯ ବର୍ଷ ବୟସ୍କ ଧୀରେନ ଦିଗାଲ ଓ ଜଣେ ଯୁବକ ପିଙ୍କୁ ମଲ୍ଲିକ। ବ୍ରାହ୍ମଣପାଦ…

ବିପଦରେ କେଦାରନାଥ ମନ୍ଦିର: ଗତ ୯ ଦିନ ମଧ୍ୟରେ ତିନିଥର ହୋଇଛି ହିମସ୍ଖଳନ

ପୃଥିବୀର ସ୍ୱର୍ଗ ହେଉଛି କେଦାରନାଥ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଯେତେ ଅସୁବିଧା ଥିଲେ ବି ଏହି ସ୍ଥାନକୁ ଭକ୍ତଙ୍କ ସୂଅ ଛୁଟିଥାଏ। ଦିନକୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ବାବା କେଦରଙ୍କ ଦର୍ଶନପାଇଁ । କାରଣ ଚାରି ଧାମ ମଧ୍ୟରୁ ଏହି ଧାମ ଅନ୍ୟତମ କିନ୍ତୁ ଏହା ଯେତେ…

ଧାମନଗରରେ ବିଜେପି ପ୍ରାର୍ଥୀ ହେବେ ସୂରଜ ସୂର୍ଯ୍ୟବଂଶୀ

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି । ବିଷ୍ଣୁଙ୍କ ବିୟୋଗର ମାତ୍ର 21 ଦିନ ଭିତରେ କମିଶନଙ୍କ ତାରିଖ ଘୋଷଣା ରାଜନୈତିକ ଦଳଗୁଡିକ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ବିଜେପି ତାର…