ଦଶହରା ଦିନ ଏହି ପକ୍ଷୀର ଦର୍ଶନ ହୋଇଥାଏ ବହୁତ ଶୁଭ
ଦଶହରା ସହ ଜଡିତ ବହୁତ କିିଛି ମାନ୍ୟତା ରହିଛି । ଏହା ମଧ୍ୟରେ ଗୋଟିଏ ହେଉଛି ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା । ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ । ପ୍ରତି ବର୍ଷ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ଉତ୍ସବ ପାଳନ କରାଯାଏ ।
ଚଳିତ ବର୍ଷ ଦଶହରା ଉତ୍ସବ ୫ ଅକ୍ଟୋବରରେ!-->!-->!-->…
