ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ମିଳିଛି ବିପୁଳ ଜନସମର୍ଥନ
ବିଗତ କିଛିଦିନ ହେଲା ଚର୍ଚ୍ଚାରେ ଥିବା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାର ପ୍ରଥମ ଦିନରେ ହିଁ ଗୋପାଳପୁର ନିର୍ବାଚନଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକରେ ମିଳିଛି ଅଭୂତ୍ତପୂର୍ବ ଜନ ସମର୍ଥନ। ଯାହାକି!-->…
