ହାତୀ ଆକ୍ରମଣରେ ଯୁବକ ଗୁରୁତର
ହାତୀ ଆକ୍ରମଣରେ ଜଣେ ଗୁରୁତର । ଆଜି ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଲା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । କୁଣ୍ଢେଇଗଳା ଗାଁର ରାଜେନ୍ଦ୍ର ପ୍ରଧାନ ଆଜି ଭୋର୍ ସମୟରେ ଶୌଚ ପାଇଁ ଟିକିରା ନଦୀ ଆଡ଼କୁ ଯାଉଥିଲେ । ଗାଁ ମୁଣ୍ଡ ୫୩ ନମ୍ବର ଜାତୀୟ ରାଜପଥ ଉପରେ…
