ଆଦିବାସୀ ମାନ୍ୟତା ହରାଇ ଦୁର୍ଦ୍ଦିନରେ, ୧୯୯୭ରୁ ନିରନ୍ତର ଚାଲିଛି ଲଢ଼େଇ
୧୯୯୭ ପୂର୍ବରୁ ପାଇଥିଲେ ଆଦିବାସୀ ମାନ୍ୟତା। ମିଳୁଥିଲା ସରକାରୀ ସୁବିଧା। ହେଲେ ରାଜସ୍ବ ସେଟଲ୍ମେଣ୍ଟ୍ ସମୟରେ ବିଭାଗୀୟ ଅଧିକାରୀ ପରଜା ବଦଳରେ ଏହି ସମ୍ପ୍ରଦାୟକୁ ଝୋଡ଼ିଆ ବୋଲି ଉଲ୍ଲେଖ କରିଦେଲେ। ଆଉ ସରକାରୀ ବାବୁଙ୍କ ଏହି ଛୋଟିଆ ଭୁଲ୍ ଝୋଡ଼ିଆଙ୍କ ବିକାଶରେ ବଡ଼ କଣ୍ଟା…
