Odia News Portal

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ।

ମେଘାଳୟରେ ନିଖୋଜ ଇନ୍ଦୋର ଦମ୍ପତିଙ୍କୁ ନେଇ ବଡ଼ ଖୁଲାସା ; ପୁଲିସ ଆଗରେ ଆତ୍ମସମର୍ପଣ କଲା ସ୍ତ୍ରୀ

ହନିମୁନ୍ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିବା ଦମ୍ପତିଙ୍କ ନିଖୋଜକୁ ନେଇ ବଡ଼ ଖୁଲାସା । ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରିଛି ସ୍ତ୍ରୀ । ହନିମୁନ୍‌ରେ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ୨୩ ମେ 'ରେ ନିଖୋଜ ହେବା ପରେ

ଭିଜିଲାନ୍ସ ଜାଲରେ IAS ଅଧିକାରୀ

ଭିଜିଲାନ୍ସ ଜାଲରେ IAS ଅଧିକାରୀ । ଲାଞ୍ଚ ନେବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କୁ ଧରିଛି ଭିଜିଲାନ୍ସ । ଜୟପାଟଣାର ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପ ଜିଲ୍ଲାପାଳ । ଏହା ପରେ ଭିଜିଲାନ୍ସ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଘରେ ଚଢ଼ାଉ ହୋଇଥିଲା ।

ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା

ମାଲକାନଗିରି ସୀମାରେ ଆଇଇଡି ବିସ୍ଫୋରଣ । ସୁକୁମା ଜିଲ୍ଲା କୋଣ୍ଟା ଥାନା ରାସ୍ତା କଡ଼ରେ ବିସ୍ଫୋରଣ । ବିସ୍ଫୋରଣରେ ସୁକମା ଜିଲ୍ଲା ଏଏସ୍‌ପି ଆକାଶ ରାଓ ଗିରିପୁଞ୍ଜେ ସହିଦ । କୋଣ୍ଟା ଥାନା ଅଧିକାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ପାଦଚଲା ରାସ୍ତା ଦେଇ କୁମ୍ଵିଂ ଅପରେସନରେ ବାହାରି

ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ସ୍ବାମୀ ଫେରାର

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣା ସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଘରେ ପଡ଼ି ରହିଛି।

ଏନ୍‌ଡିଏ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଆଜି: ଓଡ଼ିଶା ବିକାଶକୁ ଅଗ୍ରାଧିକାର

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହେବ। ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ସ‌ମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶର ଗତିକୁ ଆଗେଇ ନେବାପାଇଁ ଏକାଧିକ ଯୋଜନା ଆରମ୍ଭ କରାଯାଇଛି।

ଆଜି ରଥଯାତ୍ରା ସମନ୍ବୟ କମିଟି ବୈଠକ

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କର ଜିଭ ଉପରେ ନିୟନ୍ତ୍ରଣ ନାହିଁ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି। ବାରମ୍ବାର ନିନ୍ଦିତ ହେବା ସତ୍ତ୍ବେ ସମ୍ବିତ ପାତ୍ର ନିଜର ପ୍ରବୃତ୍ତି ବଦଳାଉନାହାନ୍ତି ବୋଲି ପ୍ରଦେଶ ଯୁବ

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ; ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିେଯାଗ ହୋଇଛି । ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଚଢ଼ାଉ କରାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡ଼ିକୁ ଯାଇ

ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଯୁବ କଂଗ୍ରେସ

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କର ଜିଭ ଉପରେ ନିୟନ୍ତ୍ରଣ ନାହିଁ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି। ବାରମ୍ବାର ନିନ୍ଦିତ ହେବା ସତ୍ତ୍ବେ ସମ୍ବିତ ପାତ୍ର ନିଜର ପ୍ରବୃତ୍ତି ବଦଳାଉନାହାନ୍ତି ବୋଲି ପ୍ରଦେଶ ଯୁବ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ