୨୦୨୬-୨୭ ଆର୍ଥିକ ବର୍ଷ: ବଜେଟ୍ ଆଜି
ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପେଡ଼ିରେ କ’ଣ ରହିଛି ତାହା ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ପୂର୍ବ ବଜେଟ୍କୁ ଦେଖିଲେ…
