ଆହୁରି ୨ ଦିନ ଭିଜିବ ଓଡ଼ିଶା
ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଆଜି ଏହା ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ । ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏହାର ପ୍ରଭାବ ଲାଗି ରହିଛି । ବିଭିନ୍ନ ସ୍ଥାନରେ ହୋଇଛି ବର୍ଷା ।!-->…
