Odia News Portal

ନଗ୍ନ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଉଥିଲା ଛାତ୍ରୀ

ପଞ୍ଜାବ ମାହୋଲ ସ୍ଥିତ ଚଣ୍ଡିଗଡ ୟୁନିଭର୍ସିିଟି ହଷ୍ଟେଲ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପୋଲିସ ତଦନ୍ତ କରି ଜଣେ ଛାତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଛାତ୍ରୀକୁ ପଚରାଉଚରା କରାଯାଉଥିବାବେଳେ ସେ କହିଛି ଯେ ମୁଁ କେବଳ ମୋ ଭିଡିଓ…

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋ କହିଛନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା…

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ। ୬୧ ବର୍ଷ ବୟସରେ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ପରଲୋକ ନେଇ ଏମ୍‌ସ ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସୂଚନାକିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା…

୧୮ ଦିନରେ ୧୩ ଶିଶୁ ମୃତ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମଡ଼କ ଅଭିଯୋଗ । ଗତ ୧୮ ଦିନରେ ଚିକିତ୍ସାଧୀନ ୧୩ ଶିଶୁଙ୍କ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟାରେ କେବଳ ମଲେଣି ୪ ଶିଶୁ । ଶିଶୁ ମୃତ୍ୟୁ ନେଇ ଏଡିଏମଓ କିଶୋରେ ପୃଷ୍ଟିଙ୍କ ସୄଚନା । ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା…

ବ୍ରିଜ୍‌ରୁ ନଦୀକୁ ଖସିଲା ବସ୍‌, ୬ ମୃତ, ୪୦ ଗୁରୁତର

ଝାଡ଼ଖଣ୍ଡର ହଜାରିବାଗରେ ଭୀଷଣ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ତାତିଝରିଆ ଥାନା ଅଧୀନରେ ଏକ…

ସାଇବର ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ

ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ। ସୂଚନାନୁଯାୟୀ,…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୨୧ ଯାଏ ପ୍ରବଳ ବର୍ଷା

ରବିବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରୁ ଭୀଷଣ ବର୍ଷିବ । ୨୧ ଯାଏ ପ୍ରବଳ ବର୍ଷା ହେବ । ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ…

ୟୁରୋପର ଏହି ସୁନ୍ଦର ଦେଶରେ ଶସ୍ତାରେ ବୁଲିପାରିବେ ଭାରତୀୟ

ଅନେକ ଲୋକଙ୍କ ନୂଆ ନୂଆ ସ୍ଥାନ ବୁଲିବାକୁ ବେଶ୍ ଭଲ ଲାଗିଥାଏ । ଦେଶ ହେଉ କିମ୍ବା ପୁଣି ବିଦେଶ ଯିବାର ସୁଯୋଗ କେହି ହୁଏତ ହାତଛଡ଼ା କରିବାକୁ ଚାହିନଥାନ୍ତି । କିନ୍ତୁ ବିଦେଶ ଯାଇ ବୁଲିବା ହୁଏତ ସବୁବେଳେ ସମ୍ଭବ ହୋଇପାରେନାହିଁ କାରଣ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ ।…

ଦିଲ୍ଲୀ ଅବକାରୀ ଘୋଟାଲା: ଚେନ୍ନାଇ-ମୁମ୍ବାଇ ସମେତ ୪୦ ସ୍ଥାନରେ ଇଡି ଚଢ଼ଉ

ଦିଲ୍ଲୀ ଅବକାରୀ ଘୋଟାଲା ସହ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ଟି ରାଜ୍ୟରେ ଶୁକ୍ରବାର ଏକସଙ୍ଗେ ଚଢ଼ଉ କରିଛି । ଏହି ଚଢ଼ଉ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ୪୦ଟି ସ୍ଥାନରେ କରାଯାଇଛି । ଚଳିତବର୍ଷ…

ଜୋରଦାର ହେଲା କମିଶନରେଟ ପୋଲିସର ‘ଅପରେସନ ହ୍ୱ।ଇଟ ସ୍ବାଇଡର’

ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ‘ଅପରେସନ ହ୍ବାଇଟ ସ୍ପାଇଡର’କୁ ଜୋରଦାର କରିଛି କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଜାରି ରହିଛି ଅଭିଯାନ। ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ…