Odia News Portal

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୨ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ତାଙ୍କ ନିକଟକୁ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। …

ଭୂକମ୍ପରେ ଥରିଲା ଲେହ

ଭୂକମ୍ପରେ ଥରିଲା ଲେହ। ଲେହର ଅଲଚୀ ଗାଁରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦…

ରାଜଧାନୀରେ ମୋ ବସ୍ ଯାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ସ୍ମାର୍ଟ ଲୁଟେରା

ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା । ମୋ ବସ୍ ଯାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ଯାତ୍ରୀ ବେଶରେ ଆସି ଲୁଟ୍ କରୁଛନ୍ତି ଦାମୀ ମୋବାଇଲ୍ । ଭଦ୍ର ବେଶରେ ସୁଟ ବୁଟ ପିନ୍ଧି ବସରେ ଆସୁଛନ୍ତି, ଲୁଟି ନେଇଛନ୍ତି ଦାମୀ ମୋବାଇଲ । ମୋ ବସର ୧୮ ନମ୍ବର ବସ ଯାତ୍ରୀଙ୍କ ଠାରୁ ଦୁଇଟି ଦାମୀ…

ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା…

ଆସନ୍ତା ସ୍ୱାଧୀନତା ଦିବସରେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌: ଅଶ୍ୱିନୀ ବୈଷ୍ଣବ

ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର…

ବୈବାହିକ ବଳାତ୍କାର ଅପରାଧ କି ନୁହେଁ? କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ବୈବାହିକ ବଳାତ୍କାର ଅପରାଧ କି ନୁହେଁ? ଏହାର ତର୍ଜମା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ବିଭାଜିତ ରାୟଙ୍କ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ଲୋଡିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦୨୩ରେ…

ଦିଲ୍ଲୀରେ ବଢୁଛି ମଙ୍କି ପକ୍ସ ଭାଇରସ୍ ମାମଲା

ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ନାଇଜେରିଆ ମହିଳା ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଏହା ହେଉଛି ଦିଲ୍ଲୀରେ ୮ମ ଏବଂ ଦେଶରେ ୧୩ ତମ ମାମଲା । ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ଚିକିତ୍ସା ପାଇଁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ…

ପୁରୀ ଏୟାର ଶୋ; କାଲି ରିହର୍ସାଲ

ପୁରୀ ବେଳାଭୂମିରେ ଏୟାର ଶୋ ହେବା ସମ୍ଭାବନା କମ । ପାଗ ଖରାପ ଯୋଗୁଁ ୧୮ ରେ ଏୟାର ଶୋ ସମ୍ବାବନା କ୍ଷୀଣ । ଆସନ୍ତାକାଲି ହେବ ଏୟାର ଶୋ ର ଫୁଲ୍ ଫେଜ ରିହର୍ସାଲ । ସକାଳ ୧୦ଟା ୨୦ ରୁ ୧୧ ଟା ଯାଏଁ ଚାଲିବ ରିହର୍ସାଲ । ତେଣୁ କାଲି ଯୋଗ ଦେବାକୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଇଛି ।…

ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ବୀରତ୍ୱ

ଭୁବନେଶ୍ୱର ଆକାଶରେ ଭାରତୀୟ ବାୟୁସେନାଙ୍କ ଜଲୱା । କୁଆଖାଇ ନଦୀ ପଠା ଆକାଶରେ ୯ଟି ହକ୍ ଲଢୁଆ ବିମାନ ସାହାସିକ ପ୍ରଦର୍ଶନ କରିଥିଲେ । ଏକାସାଙ୍ଗରେ ଆକାଶରେ ଉଡିଥିଲା ୯ଟି ହକ୍ ଲଢୁଆ ବିମାନ । ଆକାଶରେ ଶୁଭୁଥିଲା ଲଢୁଆ ବିମାନର ଗର୍ଜନ । ଶୋ’ ଦେଖୁଥିଲେ ହଜାର ହଜାର ଦର୍ଶକ । ବାୟୁ ବୀରଙ୍କ…

ଭାଙ୍ଗିଲା କିଶୋର ମଟନ୍ ହୋଟେଲ

ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଚର୍ଚ୍ଚିତ କିଶୋର ଭାଇଙ୍କ ହୋଟେଲକୁ ଭାଙ୍ଗିଲା ବିଏମସି । ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ବିଏମସି ଭାଙ୍ଗିଛି । ବୁଧବାର ଚଢାଉ କରି ହୋଟେଲକୁ ସିଲ୍ କରିଥିଲା ବିଏମସି । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିଥିଲେ କିଶୋର ଭାଇନା ।