ଲକ୍ଷ୍ନୌ: କାନ୍ଥ ଭୁଶୁଡ଼ି ତିନି ଶିଶୁଙ୍କ ସହ ୯ ମୃତ
ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ନୌର କ୍ୟାଣ୍ଟ ଅଞ୍ଚଳ ଦିଲକୁଶାରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ଶିଶୁ ଅଛନ୍ତି। ଏହି ଘଟଣାରେ ୨ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳ ଠାରୁ ସହରରେ ବର୍ଷା ଜାରି!-->…
