ବାଦଲ ଭିତରେ ଯାଇଛି ଏହି ରେଲୱେ ବ୍ରିଜ୍
ଭାରତରେ ବିଶ୍ୱର ସବୁଠାରୁ ବଡ ଆର୍କ ପୋଲ ଚେନାବ୍ ବ୍ରିଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏବେ ଏଥିରେ ରେଲୱେ ଲାଇନ୍ ବିଛାଇବା କାମ ବାକି ଅଛି । କୁହାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଉନ୍ମୋଚନ କରାଯାଇପାରେ । ଏହି ବ୍ରିଜ୍ ଦ୍ୱାରା ଶ୍ରୀନଗର ସହିତ ଯୋଗାଯୋଗ ସହଜ!-->…
