ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ, ୪ ଗିରଫ
ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ପୋଲିସର ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ପୁଲିସ । ଏହା ସହିତ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୦ ଲିଟର ସ୍ପିରିଟ, ୫୦୦ ଖାଲି ବୋତଲ, ୩୦୦୦ ବୋତଲର!-->…
