Odia News Portal

୧୮ରୁ ପୁଣି ବଢ଼ିବ ବର୍ଷା

ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ସକ୍ରିୟ ହେବ ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ତଥାପି ଆଜି ଓ ଆସନ୍ତାକାଲି ପାଇଁ ୮ଟି…

ଆଜି ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କାଲିର ଓଡିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ । ଆଦିତ୍ୟ…

ପାଦ ପ୍ରସାରିତ କରି ଚାଲୁଛି ସାପ

ସାପର ଗୋଡ଼ ନଥାଏ। ଏହା ଘୁଷୁରି ଘୁଷୁରି ଭୂଇଁ ଉପରେ ଚାଲେ। ହେଲେ ଏବେ ଆପଣଙ୍କୁ ଯଦି କହିବି ସାପ ତାର ଗୋଡ଼ରେ ଚାଲୁଛି ବୋଲି ଆପଣ କେବେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଆପଣ ଏବେ ଯେଉଁ ଭିଡ଼ିଓ ଦେଖିବେ ସେଥିରେ ମୋ ସହ ଏକମତ ହେବେ । ଜଣେ ବ୍ୟକ୍ତିଙ୍କ ମନରେ ଏହି କଥା ବହୁତ ପ୍ରଭାବ…

ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟିଲଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ

ଶତ୍ରୁପକ୍ଷକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ପଞ୍ଚମ ଷ୍ଟିଲ୍ଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ରବିବାର ମୁମ୍ବାଇର ମଝଗାଓଁ ଡକରେ ଏହାକୁ ଶୁଭାରମ୍ଭ କରାଯାଇଛି । ଏଥିପାଇଁ…

ଅନଲାଇନ ଠକେଇ ରୋକିବା ଲାଗି ରାଜ୍ୟ ସରକାରଙ୍କ ପରାମର୍ଶ

ରାଜ୍ୟରେ ଅନଲାଇନ ଠକେଇ ବଢ଼ିଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ନୂଆ ପରାମର୍ଶ ଦିଆଯାଇଛି। ଏନେଇ ଛୋଟ ପିଲା ଓ ଅଭିଭାବକଙ୍କୁ ସଚେତନ କରାଇଛି ବିଭାଗ। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିବା ଅନୁଯାୟୀ, ପିଲାମାନେ ମୋବାଇଲ ବ୍ୟବହାର…

ପାକିସ୍ତାନରେ ବନ୍ୟା ବିଭୀଷିକା,୩.୩ କୋଟି ଜନତା ପ୍ରଭାବିତ

ପାକିସ୍ତାନରେ ମୃତ୍ୟୁର ତାଣ୍ଡବ ରଚିଛି ଭୟଙ୍କର ବନ୍ୟା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । ଏବେ ଜାତୀୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ପକ୍ଷରୁ ଜାରି ରିପୋର୍ଟ ବି ତାଜୁବ କରିଦେବା ଭଳି ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ…

ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ପୂଜା:ବିଏମସି ବୈଠକ

ଦୁଇ ବର୍ଷ ପରେ ରାଜଧାନୀରେ ଏଥର କୋରୋନା କଟକଣାମୁକ୍ତ ଦୁର୍ଗା ପୂଜା ହେବ । ଏ ବର୍ଷ ରାଜଧାନୀରେ ୧୭୮ଟି ଦୁର୍ଗା ମେଢ଼ ହେଉଛି । ଶାନ୍ତି ଶୃଙ୍ଖଳାର ସହ ପୂଜା ପାଇଁ ବିଭିନ୍ନ ବିଭାଗ ସହ ବିଏମ୍‌ସିର ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଲାଇଟ୍, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଆଇନ…

ଲାଇନଚ୍ୟୁତ ହେଲା କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି | ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ…

ଜ୍ଞାନବାପୀ ମସଜିଦ ବିବାଦର ଶୁଣାଣି:ବାରାଣସୀ କୋର୍ଟ

ଜ୍ଞାନବାପୀ ମସଜିଦ ବିବାଦରେ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛନ୍ତି । ବାରାଣସୀ ଜିଲ୍ଲା କୋର୍ଟ କହିଛନ୍ତି, ଜ୍ଞାନବାପୀ-ଶୃଙ୍ଗାର ଗୌରୀ ଶୁଣାଣି ଯୋଗ୍ୟ ମାମଲା । ମାମଲାର ଶୁଣାଣି ସେପ୍ଟେମ୍ବର ୨୨ରେ ହେବ। ମୁସଲିମ ପକ୍ଷର ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ମସଜିଦ ଭିତରେ…

୧୪ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ପ୍ରମୁଖ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କାର୍ଯ୍ୟକ୍ରମ

ଚଳିତ ମାସ ୧୪ ତାରିଖରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ମୁମ୍ବାଇ ମିଟରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ…