ପେଟ୍ରୋଲ ପକାଇ ପୁତୁରା ଘର ଜାଳିଦେଲେ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଘରୋଇ କଳିରୁ ପେଟ୍ରୋଲ ପକାଇ ପୁତୁରା ଘର ବଡ଼ବାପା ଜାଳିଦେଇଥିବା ଜଣାଯାଇଛି। ଏହି ଘଟଣାରେ ପୁତୁରା ଗୁରୁତର ହୋଇ କଟକ ରେଫର୍ ହୋଇଥିବା ବେଳେ ପୁଲିସ ଭୟରେ ବିଷ ପିଇ ବଡ଼ବାପା ଗୁରୁତର ହୋଇ ଢେଙ୍କାନାଳ ସ୍ଥାନାନ୍ତର ହୋଇଥିବା!-->…
