ମହାପ୍ରଭୁଙ୍କ ପରମ୍ପରାକୁ ପୁଣି ଅଣଦେଖା କଲା ଇସ୍କନ, ଋଷିକେଷରେ ହେଲା ଅଦିନିଆ ରଥଯାତ୍ରା
ବାରମ୍ବାର ତାଗିଦ ସତ୍ତ୍ୱେ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ ଇସ୍କନ | ବାସ୍ତବରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଚି । ଋଷିକେଷରେ ଥିବା ମଧୁବନ ଆଶ୍ରମ ଦ୍ୱାରା ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଅଦିନରେ ଆୟୋଜନ କରାଯାଇଛି |…
