Odia News Portal

ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ନେଇ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

କରୋନା ମହାମାରୀ ସମୟରେ ଏଲୋପାଥି ଚିକିତ୍ସା ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି । ମଙ୍ଗଳବାର ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ…

ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ହାଇକୋର୍ଟ ଗଲେ । ପୋଲିସ କୈାଣସି କାର୍ଯ୍ୟନୁଷ୍ଠାନ ନେଉ ନ ଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁ ରେ ଏତଲା କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ…

ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ଆଉ ନାହାନ୍ତି। ତାଙ୍କର ଗତକାଲି ରାତିରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୋନାଲୀ ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।ସୋନାଲୀ ଶେଷ ଥର ପାଇଁ ‘ବିଗବସ୍-୧୪’ରେ ଦେଖିବାକୁ…

ଶ୍ୱେତା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ୍ ସୌମ୍ୟଜିତଙ୍କୁ ପୋଲିସର ଜେରା

ରାଜଧାନୀରେ ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ୍ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଜେରା କରାଯାଇଛି । ଶ୍ୱେତାଙ୍କ ବାବଦରେ ତଦନ୍ତକାରୀ ଅଧିକାରୀ ସୌମ୍ୟଜିତଙ୍କୁ ମୋଟ ୧୭ଟି ପ୍ରଶ୍ନ ପଚାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ତାଙ୍କୁ ଥାନାରେ ଅଟକ…

ଶ୍ୱେତା ଆତ୍ମହତ୍ୟା ମାମଲା: ବିବାହ ପାଇଁ ପୁଅ ଘର ୩୦ ଲକ୍ଷ ଟଙ୍କା ଦାବି କରିଥିଲେ

ଭିନ୍ନ ମୋଡ ନେଇଛି ମହିଳା ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ଭୁବନେଶ୍ୱରରେ ସଫ୍ଟ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାକୁ ନେଇ ଗଣମାଧ୍ୟମ ନିକଟରେ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖିଛନ୍ତି ଶ୍ୱେତାଙ୍କ ବାପା ଓ ଭାଇ । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ସେମାନେ…

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ କଲେଜର ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ  ଉତ୍ତମ କୁମାର ରାଉତ। ଜଣେ ପୂର୍ବତନ ଛାତ୍ରଙ୍କୁ ଏଲଏଲବି ସାର୍ଟିଫିକେଟ ଦେବା ପାଇଁ ଉତ୍ତମ ରାଉତ ପ୍ରଥମେ ସଂପୃକ୍ତ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ ସାଢ଼େ ୮ ହଜାର ଟଙ୍କା ଦାବି କରିବା ସହ…

ବିବାଦୀୟ ଧାର୍ମିକ ମନ୍ତବ୍ୟ ଦେଇ ତେଲେଙ୍ଗାନା ବିଜେପି ବିଧାୟକ ଗିରଫ

ବିବାଦୀୟ ଧାର୍ମିକ ମନ୍ତବ୍ୟ ଅଭିଯୋଗରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହଙ୍କୁ ଗିରଫ କରାଯାଇଛି । ସେ ପ୍ରଫେଟ୍‌ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ହାଇଦ୍ରାବାଦରେ ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇବା ସହ ତାଙ୍କୁ ଗିରଫ…

ଆଜିଠୁ ପୁଣି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୮ଜିଲ୍ଲାରେ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ…

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଏବେବି ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ପ୍ରଭାବିତ ହୋଇଛି । ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ।…

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୬ ଟ୍ରେନର ଚଳାଚଳ ବାତିଲ

ଭୁବନେଶ୍ୱର ଷ୍ଟେସନ ନିକଟରେ ଗତକାଲି ରାତିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି । ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ,…