ହୀରାକୁଦକୁ ଫାଟ ବିପଦ
ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହେଲା ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ବଢିଲା ଚର୍ଚ୍ଚା । ଅପରେସନ ଗ୍ୟାଲେରୀ , ଫାଉଣ୍ଡେସନ ଗ୍ୟାଲେରୀ ରେ ରହିଛି ଫାଟ । ଉଭୟ ବାମ ଓ ଦକ୍ଷିଣ ସିଲୱେ ଗେଟ୍ ସ୍ୱାଫ୍ଟ ସ୍ଲୁଇସ ବ୍ୟାରେଲ ରେ ଫାଟ ।!-->…
