ଶ୍ୱେତା ଆତ୍ମହତ୍ୟା ଘଟଣା: ବ୍ଲାକ୍ମେଲ୍ରେ ବୟଫ୍ରେଣ୍ଡ
କାହିଁକି ଆତ୍ମହତ୍ୟା କଲେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ । ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ନୂଆ ମୋଡ ସାମ୍ନାକୁ ଆସିଛି । ଶ୍ୱେତାଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି!-->…
