ଆସନ୍ତୁ ଜାଣିବା ରାଖି ଫୁଲ ବିଷୟରେ
କମଳ ଫୁଲକୁ ହିନ୍ଦୁ ଧର୍ମ ଅନୁଯାୟୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କମଳ ଫୁଲ ଅନେକ ପ୍ରକାରର ରହିଛି । ଯେମିତିକି ବ୍ରହ୍ମ କମଳ, ଧଳା କମଳ, ନୀଳ କମଳ, କୃଷ୍ଣ କମଳ ଇତ୍ୟାଦି । କୃଷ୍ଣ କମଳର ଆକାର ଠିକ ରାଖି ଭଳି ହୋଇଥାଏ । ଏହାର ଆକାର ଟିକେ ଭିନ୍ନ ହୋଇଥିବାରୁ ଏହାକୁ “ଝୁମକା ଲତା”!-->…
